#ଏ_ଲୁହ_8_ବର୍ଷ_ସଙ୍ଘର୍ଷର
ଅକ୍ଟୋବର୧୪ରୁ FSSAI ଅଣ-ମାନକ ଖାଦ୍ୟ ଉତ୍ପାଦର ବ୍ରାଣ୍ଡ ନାମରେ "ଓରାଲ୍ ରିହାଇଡ୍ରେସନ୍ ସଲ୍ଟସ୍ (ORS)" ଶବ୍ଦର ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିଛି।ଏହା ମଧ୍ୟ ବାଧ୍ୟତାମୂଳକ କରିଛି ଯେ କେବଳ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା WHO ଦ୍ୱାରା ଅନୁମୋଦିତ ଫର୍ମୁଲା ଥିବା ଉତ୍ପାଦଗୁଡ଼ିକୁ "ORS" ଶବ୍ଦ ସହିତ ଲେବଲ୍ କରାଯିବ।ଶିଶୁମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଏହା ଏକ ଐତିହାସିକ ନିଷ୍ପତ୍ତି।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#ors#orsissue#Odisha#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
