#ଢିଙ୍କିଆବାସୀଙ୍କୁ_ଉସୁକାଉଛନ୍ତି_ବାହାରର_ନେତା
ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଢ଼ିଙ୍କିଆ ପଞ୍ଚାୟତ ଶିଳ୍ପ ସପକ୍ଷବାଦୀଙ୍କ ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀ ପାଟଣା ହାଟ ପଡିଆରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୂର୍ବତନ ସରପଞ୍ଚ ଶିଶିର ମହାପାତ୍ର, ରଞ୍ଜନ ବର୍ଦ୍ଧନ, କୈଳାସ ମହାନ୍ତି, ଅକ୍ଷୟ ବେହେରା ପ୍ରମୁଖ ବହୁ ଶିଳ୍ପ ସପକ୍ଷବାଦୀ ନେତା ଉପସ୍ଥିତ ଥିଲେ। ପାରାଦୀପ-ଏରସମା ଅଞ୍ଚଳ ଏବେ ଶିଳ୍ପ ସମୃଦ୍ଧ ଅଞ୍ଚଳ ଭାବେ ପରିଗଣିତ ହେଉଥିବା ବେଳେ ବାହାରୁ ଆସୁଥିବା କିଛି ନ୍ୟସ୍ତ ସ୍ଵାର୍ଥ ରାଜନେତା ଢ଼ିଙ୍କିଆରେ ଶିଳ୍ପ ବିରୋଧୀ ବାତାବରଣ ସୃଷ୍ଟି ପାଇଁ ଉଦ୍ୟମ କରୁଛନ୍ତି ବୋଲି ସେମାନେ କହିଛନ୍ତି ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#dhinki#jswproject#Erasama
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us