#ସତ_ଓଗାରିବ_ସିକନ୍ଦର
ଜଗତସିଂହପୁର ଜିଲା ବେରାହମପୁର ବସ୍ତିରେ ସରକାରୀ ଜାଗାରେ ବେଆଇନ ଭାବରେ ଘର ନିର୍ମାଣ କରି ବାଂଲାଦେଶୀଙ୍କୁ ଭଡା ଦେଇଥିବା ମୁଖ୍ୟ ଅଭିଯୁକ୍ତ ସିକନ୍ଦର ଆଲାମ ଓ ତାର ସାନ ଭାଇ ମୁତାଲିଫ ଖାଁ କୁ ଧାମରାରୁ ପୋଲିସ ଗିରଫ କରିଛି । ଗିରଫ ସିକନ୍ଦର ଠାରୁ ଲାପଟପ ସହ ପାସପୋର୍ଟ ଓ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ପୋଲିସ । ଆଜି ସନ୍ଧ୍ୟାରେ ଦୁଇ ଭାଇଙ୍କୁ ଜଗତସିଂହପୁର ଜିଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରୀ ମାଇନା କରାଯାଇଥିବା ସହ ଜଗତସିଂହପୁର SDJM କୋର୍ଟରେ ହାଜର କରାଯାଇ କୋର୍ଟ ଚାଲାଣ କରାଯାଇଛି ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#Odisha#bangladeshi#jagatsinghpur#ShikandarAlam
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
