ନନ୍ଦପୁର ବ୍ଲକ ଅଞ୍ଚଳରେ ବାତ୍ୟା ମୋନ୍ଥା ପ୍ରଭାବରେ ବର୍ଷା ଓ ପବନ ଦିନ ତମାମ ଜାରି ରହିଛି। ନନ୍ଦପୁର ବ୍ଲକରେ ଦିନ ତମାମ ବର୍ଷା ଓ ପବନ ଲାଗି ରହି ଏକାଧିକ ପଞ୍ଚାୟତରେ ଗଛ ଉପୁଡ଼ିବା ଘଟଣା ନଜର କୁ ଆସିଛି। ଗଛ ପଡ଼ି ଏକାଧିକ ଗୃହ ଓ ବିଦ୍ୟୁତ ପୋଲ ଭାଙ୍ଗିବା ସହ ରାସ୍ତା ଅବରୋଧ ହୋଇଥିଲା।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#Koraput#Tree#Nandapur#odisha#news#update#odishareporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
