#ପିଲାକୁ_ସାଇକେଲ_ଟିଏ_ଦେଲେ_ମୁଖ୍ୟମନ୍ତ୍ରୀ
ଗିଫ୍ଟ କୁପନରେ ଜିତିଥିବା ସାଇକେଲକୁ ନିଜ ଗାଁର ଜଣେ ବାପ ଛେଉଣ୍ଡ ନାବାଳକକୁ ଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଦୁର୍ଗାପୂଜା କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଏକ ଗିଫ୍ଟ କୁପନ ଦିଆଯାଇଥିଲା, ଏହି କୁପନରେ ମୁଖ୍ୟମନ୍ତ୍ରୀ ଏକ ସାଇକେଲ ଜିତିଥିଲେ। ଜିତିଥିବା ସାଇକେଲକୁ ନିଜ ଗାଁ ରାଇକଳା ଗ୍ରାମର ବାପ ଛେଉଣ୍ଡ ବାଳକକୁ ମୁଖ୍ୟମନ୍ତ୍ରୀ ଦାନ କରିଛନ୍ତି ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#cmmohanmajhi#Keonjhar#cyclegift#Keonjhar
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us