#ନାବାଳିକା_କହୁଛି_ଛାତିଥରା_ଅପହରଣର_କଥା
ସାଇକେଲେ ନେଇ ସକାଳ ସାଢେ଼ ୮ଟାରେ ସ୍କୁଲ ଗଲା ନାବାଳିକା ଝିଅ । ସ୍କୁଲ ଛୁଟି ହେଲା ଆଉ ଘରକୁ ଫେରିଲା ନାହିଁ ଝିଅ । ଚନ୍ଦ୍ରଶେଖରପୁର ଥାନାରେ ଅପହରଣ ଅଭିଯୋଗ କଲେ ବାପା ମାଆ। ପୋଲିସ ସ୍ଥାନୀୟ ଅଞ୍ଚଳରେ ଖୋଜାଖୋଜି କରି ରହିଥିଲା। ପାତ୍ରପଡ଼ା ଅଞ୍ଚଳରୁ ଏକ ଘରୁ ସାଇକେଲରୁ ଖସି ଆସିଥିଲା ଆଚାର୍ଯ୍ୟ ବିହାର ଛକ । ସେଠାରେ ସ୍ଥାନୀୟ ଲୋକେ ନାବାଳିକା ଝିଅକୁ ସ୍କୁଲ ୟୁନିଫର୍ମରେ ଦେଖି ଫୋନ୍ କରି ବାପାଙ୍କୁ ଜଣାଇ ଥିଲେ। ତାପରେ ନାବାଳିକା ଝିଅ ଉଦ୍ଧାର ହୋଇଥିଲା ଶୁଣନ୍ତୁ କେମିତି ଅପହରଣ ହୋଇଥିଲା ନାବାଳିକା ନିଜେ କହୁଛି...
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#MinorRescue#missing ##kidnappings#Odisha#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us