‘#ସରକାରଙ୍କ_ହାତବାରିସି_ସାଜିଛି_ପୋଲିସ’
ଅପପ୍ରଚାର କରିବା ଉଦ୍ଦେଶ୍ୟରେ ବିନା ସର୍ଚ ୱାରେଣ୍ଟରେ ପୋଲିସ ରେଡ୍ କରିଥିଲା। ଜାଣିଶୁଣି ବିଜେଡିକୁ ବଦନାମ କରିବାକୁ ପୋଲିସ ସରକାରୀ କଳର ହାତବାରିସି ସାଜିଛି। ସାମ୍ବାଦିକ ସମ୍ମିଳନୀ କରି ଏଭଳି କିଛି ଅଭିଯୋଗ ଆଣିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ପ୍ରୀତିରଞ୍ଜନ ଘଡାଇ।
#OdishaReporter#nuapadabyelection#allegationsagainstpolice#pritiranjangharai
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#nuapadabyelection#pritiranjangharai#raid
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
