#RTO_ଅଫିସର_ଷ୍ଟାପ_କହି_ଠକୁଥିଲେ
RTO ଅଫିସି ର ଷ୍ଟାପ କହି ଲୋକଙ୍କୁ କରୁଥିଲେ ଠକେଇ । ସହିଦ ନଗର ଥାନା ପକ୍ଷରୁ RTO ଅଫିସ ପାଖରେ ରେଡ କରାଯାଇଥିଲା । 9ଜଣ ଦଲାଲ ଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ 9ଟି ଲାପଟପ ଏବଂ ଦୁଇଟି ପ୍ରିଣ୍ଟର ଜବତ କରିଛି ପୋଲିସ । ଏନେଇ ସୂଚନା ଦେଇଛନ୍ତି ଜୋନ୍ ଏସିପି ବିଶ୍ୱରଞ୍ଜନ ସେନାପତି ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#Fraud#RTOoffice#Arrest#CommissioneratePolice
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
