#ଚାଷୀଙ୍କ_ନିଦ_ହଜାଇ_ଦେଇଛି_ଜଙ୍ଗଲି_ବାରହା।
ଚାଷୀଙ୍କ ନିଦ ହଜାଇ ଦେଉଛନ୍ତି ଜଙ୍ଗଲି ବାରହା , ବାଙ୍କୀ ଅଞ୍ଚଳ ରେ ବାରାହାଙ୍କ ଉପଦ୍ରବ। ସନ୍ଧ୍ୟା ହେଲେ ପଲପଲ ବାରହା ଆସି ଧାନ ଜମି ରେ ପସି ଖାଇ ନଷ୍ଟ କରି ଦେଉଥିବାରୁ ଚାଷୀ ମାନେ ସାରା ରାତି ଡାକ ବାଜି ଯନ୍ତ୍ର ଓ ନିଆଁ ହୁଳା ଦେଖାଇ ଧାନ ଫସଲ ଜଗୁଛନ୍ତି।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#Odisha#Banki#CropDamage
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us