#ଦୁଷ୍କର୍ମ_ପରେ_ଜାଳିଦେଲେ !
ବଲାଙ୍ଗିର ଜିଲ୍ଲା ଦେଓଗାଁ ଅଂଚଳରେ ପୁଣି ଏକ ହତ୍ୟାକାଣ୍ଡ । ଜଣେ ମହିଳାକୁ ଦୁଷ୍କର୍ମ ପରେ ପୋଡ଼ିଦେଇ ହତ୍ୟା କରାଯାଇଥିବା ସନ୍ଦେହ । ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଗୋଏଲପିଟା ଗାଁ ନିକଟରେ ଥିବା ଜଙ୍ଗଲ ଭିତରେ ମହିଳା ଜଣଙ୍କ ପଡ଼ିଥିବା ଦେଖିବାକୁ ମିଳିଥିଲା । ମହିଳାଙ୍କ ଅର୍ଦ୍ଧନଗ୍ନ ମୃତଦେହ ଉଦ୍ଧାର କରାଯାଇଛି । ମୁହଁକୁ ପୋଡ଼ି ଦିଆଯାଇଥିବାରୁ ଚିହ୍ନି ହେଉନି । ନିକଟରେ ମହିଳାଙ୍କ ଶାଢ଼ୀ ଓ ଭଙ୍ଗା ଚୁଡି ପଡିଛି । ଦେଓଗାଁ ପୋଲିସ ତଦନ୍ତ ଜାରି ରଖିଛି ।
#OdishaCrime_Balangir#WomenSafety_Odisha#DeogaonIncident#JusticeForVictim#RapeMurderCase#ForestCrimeScene#LawAndOrderOdisha#ViolenceAgainstWomen#RapeMurder_Balangir#CrimeInvestigation_Deogaon#GoelpitaCase_Update#OdishaReporter Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
