#ରାସନକାର୍ଡରେ_ଚାଉଳ_ହେରଫେର
#ଛଅ_ଜଣ_ସଦସ୍ୟଙ୍କୁ_ମିଳୁଛି_ଦୁଇ_କିଲୋ_ଚାଉଳ
ରାସନକାର୍ଡ ରେ ଚାଉଳ ହେରଫେର l ପରିବାର ରେ ଛଅ ଜଣ ସଦସ୍ୟ ଙ୍କ ରାସନକାର୍ଡ ରେ ନାଁ ଥିବାବେଳେ ସମସ୍ତ ଙ୍କୁ ମିଳୁଛି ମାତ୍ର ଦୁଇ କିଲୋ ଚାଉଳ l ଯାହାକୁ ନେଇ କାମାକ୍ଷାନଗର ଯୋଗାଣଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ଅଭିଯୋଗ କରିଛନ୍ତି ରାସନକାର୍ଡ ଧାରୀ ପରିବାର ର ସଦସ୍ୟ l
#RationCard#odishareporter#familycomplain#kamakhyanagar#ration_issue
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
