Advertisment

ନୂଆପଡ଼ା ଫଳାଫଳକୁ ନେଇ କଣ କହିଲେ CEO ? || Odisha Reporter

author-image
Odisha Reporter

#ନୂଆପଡ଼ା_ଫଳାଫଳକୁ_ନେଇ_କଣ_କହିଲେ_CEO ? |
ଆସନ୍ତାକାଲି ନୂଆପଡ଼ା ଉପନିର୍ବାଚନ ଫଳ ପ୍ରକାଶ ପାଇବ। ସେଥିପାଇଁ ସକାଳ 8ଟା ରେ ଆରମ୍ଭ ହେବ ଗଣତି। ପ୍ରଥମେ ପୋଷ୍ଟଲ ବାଲେଟ୍ ଏଵଂ ପରେ ଇଭିଏମ୍‌ କାଉଣ୍ଟିଂ ହେବ। ନୂଆପଡା ଉପରେ ସମସ୍ତଙ୍କ ନଜର ରହିଥିବାରୁ ଗଣ୍ଡଗୋଳର ଆଶଙ୍କାକୁ ଏଡାଇ ଦିଆଯାଇପାରିବନି। ତେବେ ଏହାକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ. ଗୋପାଲନ କଣ କହିଛନ୍ତି ଶୁଣିବା।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#Odisha#OdishaReporter#CEO#nuapadabyelection

Advertisment
Odisha Odisha Reporter Odisha News National News latest odia news odia breaking news national news in odia latest oriya news odisha reporter youtube today news news in odia ajira odia news odia news live oriya news today odia news oriya samachar ajira khabar odia khabar