ଏଥର ଆଉ ଖସି ପାଇଁ ଆଉ ବାଟ ପାଇଲେନି, ଠିକ ସମୟରେ ଠିକ ସ୍ଥାନରେ ପହଞ୍ଚିଗଲେ ସ୍ପେଶାଲ କ୍ରାଇମ ୟୁନିଟ୍। କଳା ସ୍କର୍ପିଓରୁ ଚଳାଇଥିଲେ ଧଳା ଜହର ବେପାର। ପୁଲିସ ଆଖିରେ ଆଙ୍ଗୁଠି ଗେଞ୍ଜି ମାଷ୍ଟର ମାଇଣ୍ଡ ତଥା ଲେଡି ଡନ ଅନିତା ପରମଗୁରୁ , 2023 ମସିହାରୁ ଚଳାଇଥିଲେ ନିଶା କାରବାର ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#Bhubaneswar#Police#Arrest#CrimeNews#Update#odishareporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us