ସାଧାରଣ ଜନତାଙ୍କ ଆଗରେ ପୁଲିସ୍ର ସ୍ଥିତି କ’ଣ ରହିବ? ସାଧାରଣ ଲୋକ କାହା ଉପରେ ବିଶ୍ୱାସ କରିବେ?
ଓଡ଼ିଶାରେ ଆଇନଶୃଙ୍ଖଳା ଆଉ ନାହିଁ। ପୂରା ଧ୍ୱଂସ ପାଇଗଲାଣି। ପୁଲିସକୁ ଏଠାରେ ଦଳୀୟ କାମରେ ବ୍ୟବହାର କରାଯାଉଛି। ଏହି ପ୍ରସଙ୍ଗ ବିଧାନସଭାରେ ଉଠାଇବେ ବୋଲି ଶ୍ରୀ ମିଶ୍ର କହିଛନ୍ତି।
ଚେନ୍ନାଇ ଘରେ ତାଙ୍କର ମୃତଦେହ ମିଳିଥିବା ସୂଚନା ମିଳିଛି। କିନ୍ତୁ ମୃତ୍ୟୁର କାରଣ ଜଣାପଡିନାହିଁ।
‘ତିର୍ତ୍ତୋଲ ବିଧାୟକଙ୍କୁ ବିବାହ କରିବାର ପ୍ରଶ୍ନ ଉଠୁନି। ସେ ଜଣେ କ୍ୟାରେକ୍ଟରଲେସ୍। ବହୁ ଯୁବତୀ ଓ ମହିଳାଙ୍କ ସହ ତାଙ୍କ ରାତି କଟୁଛି।’
ଏହି ଔଷଧ ପ୍ରୟୋଗ ହେତୁ କିଛି ଲୋକ ଦୃଷ୍ଟିଶକ୍ତି ହରାଇବା ସହିତ ଜଣକର ସଂକ୍ରମଣ ଯୋଗୁଁ ମୃତୁ ହୋଇଛି।
ଦେଉଘର ଇଫକୋ ନିକଟରେ ଏହି ପ୍ରକଳ୍ପର ଶୁଭ ଦେଇଛନ୍ତି ଶାହ।
ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଇସ୍ତଫା ଦାବି କରିଛି ବିଜେପି
ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ଛାତ୍ର ଜଣଙ୍କ ଏନସିସି ୟୁନିଫର୍ମ ପିନ୍ଧି ଧାର୍ମିକ ମନ୍ତ୍ର ପାଠ କରିଥିଲେ। ଏହି ସମୟରେ ହିନ୍ଦୁ ଧର୍ମର ପିଲାମାନେ ମଧ୍ୟ ଧାର୍ମିକ ନାରା ଦେଇଥିଲେ।
ହିଣ୍ଡେନବର୍ଗର ରିପୋର୍ଟ ପୂର୍ବରୁ ଆଦାନୀ ଗ୍ରୁପ୍ର ସମ୍ପତ୍ତି ମୂଲ୍ୟ ୨୧୭ ବିଲିୟନ ଡଲାର ଥିଲା। ହେଲେ ୧୦ ଦିନ ମଧ୍ୟରେ ଏହା ୧୧୮ ବିଲିୟନ ଡଲାର ହ୍ରାସ ପାଇଛି।
ଜଣେ ୧୯ ବର୍ଷୀୟ ଯୁବତୀଙ୍କୁ ୨୦୧୨ରେ ଗଣଦୁଷ୍କର୍ମ କରାଯିବା ସହ ଅତ୍ୟନ୍ତ ଅମାନୁଷିକ ଭାବେ ହତ୍ୟା କରାଯାଇଥିଲା। ଏହି ଘଟଣାରେ କୋର୍ଟ ୩ ଜଣଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଥିଲେ।
ଏହି ଗୁଇନ୍ଦା ବେଲୁନ ଠାବ ଘଟଣାକୁ ନେଇ ଆମେରିକା ଓ ଚାଇନା ମଧ୍ୟରେ ତିକ୍ତତା ଆରମ୍ଭ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନୀ ବ୍ଲିନକେନ ତାଙ୍କର ବେଜିଂ ଗସ୍ତ ବାତିଲ ...
ଆମେରିକାର ଗୁରୁତ୍ୱପୂର୍ଣ୍ଣ ତଥା ସମ୍ବେଦନଶୀଳ ଅଞ୍ଚଳର ତଥ୍ୟ ହାସଲ କରିବା ପାଇଁ ଗୁଇନ୍ଦା ବେଲୁନ ପଠାଇଛି ଚାଇନା। ଆମେରିକା ଆକାଶରେ ବୁଲିବୁଲି ଏହି ବେଲୁନ ତଥ୍ୟ ସଂଗ୍ରହ କରୁଛି।
ବାଇଡେନ ନିଜ ଘର ତଲାସି ପାଇଁ ଏଫବିଆଇକୁ ଅନୁମତି ଦେଇଥିବା ବେଳେ ଏଥିନିମନ୍ତେ କୌଣସି ସର୍ଚ୍ଚ ୱାରେଣ୍ଟ ଜାରି ହୋଇ ନ ଥିବା ଜଣାଯାଇଛି।
ଦେଶରୁ ଆତଙ୍କବାଦୀଙ୍କୁ ହଟାଇବା ଏବଂ ଆତଙ୍କବାଦୀ ସଂଗଠନ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇବାକୁ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ବିବାହ ସମୟରେ ଏହି ନବ ଦମ୍ପତିଙ୍କୁ ବହୁ ଦାମୀ ଦାମୀ ଗିଫ୍ଟ ମିଳିଥିବା ଚର୍ଚ୍ଚା ଚାଲିଥିବା ବେଳେ ଏହାକୁ ନେଇ ପାକିସ୍ତାନର ୨ ନ୍ୟୁଜ ଆଙ୍କର ମୁହାଁମୁହିଁ ହୋଇଛନ୍ତି।
୨୦୧୫ ବିଶ୍ୱକପ ବେଳେ ବିରାଟ କୋହଲିଙ୍କ ସହ ସୋହାଲି ଖାନଙ୍କ ବାକଯୁଦ୍ଧ ହୋଇଥିଲା। ଏ ସମ୍ପର୍କରେ ସେ ଖୁଲାସା କରି ମଧ୍ୟ ଚର୍ଚ୍ଚାକୁ ଆସିଥିଲେ।
ଅଶ୍ୱିନଙ୍କ ଦକ୍ଷତାକୁ ମଧ୍ୟ ଅଷ୍ଟ୍ରେଲିଆ ବେଶ ଭଲ ଭାବେ ଜାଣିଛି। ଖାସ୍ ଏହି କାରଣ ପାଇଁ ଅଶ୍ୱିନଙ୍କ ଭଳି ବୋଲିଂ କରୁଥିବା ଜଣେ ୨୧ ବର୍ଷୀୟ ବୋଲରଙ୍କୁ ଭଡ଼ାରେ ଆଣିଛି ଅଷ୍ଟ୍ରେଲିଆ।
ତ୍ରିପୁରାର ଦୀପା କର୍ମକାର ଭାରତର ଶ୍ରେଷ୍ଠ ଜିମ୍ନାଷ୍ଟମାନଙ୍କ ମଧ୍ୟରୁ ଅନ୍ୟତମ। ସେ ୨୦୧୬ ରିଓ ଅଲିମ୍ପିକ୍ସରେ ୪ର୍ଥ ସ୍ଥାନରେ ଥିଲେ।
ଶୁବମନ ଗିଲ୍ଙ୍କ ଧୂଆଁଧାର ଅପରାଜିତ ୧୨୩ ରନ୍ ଓ କ୍ୟାପଟେନ୍ ହାର୍ଦିକ ପାଣ୍ଡ୍ୟାଙ୍କ ୪ ୱିକେଟ ଦେଲା ବିଜୟ।
ଭାରତୀୟ ହକି ଅତୀତର ସୁନାଫରୁଆ ବାହାରକୁ ଆସି ଭବିଷ୍ୟତକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବା ଆବଶ୍ୟକ। ହକି ଇଣ୍ଡିଆ ଶୀର୍ଷ ୟୁରୋପୀୟ ଦେଶମାନଙ୍କଠାରୁ ଶିକ୍ଷା ନେବା ଉଚିତ୍। ଏହା ଭାରତୀୟ ଦଳକୁ ଶୀର୍ଷରେ ପହଞ୍ଚିବାରେ ...
ବୟଫ୍ରେଣ୍ଡ ନୀଖିଲ ପଟେଲଙ୍କ ସହ ଆସନ୍ତା ମାର୍ଚ୍ଚ ମାସରେ ସେ ବିବାହ କରିବେ।
ଚେନ୍ନାଇ ଘରେ ତାଙ୍କର ମୃତଦେହ ମିଳିଥିବା ସୂଚନା ମିଳିଛି। କିନ୍ତୁ ମୃତ୍ୟୁର କାରଣ ଜଣାପଡିନାହିଁ।
ନିକଟରେ ଏକ ସାକ୍ଷାତକାର୍ରେ କାଷ୍ଟିଂ କାଉଚର ଯନ୍ତ୍ରଣା ବଖାଣିଛନ୍ତି ଅଭିନେତ୍ରୀ।
ସ୍ୱପ୍ନାଙ୍କ ସମେତ ତାଙ୍କ ମା' ଓ ଭାଇଙ୍କ ନାଁରେ ମଧ୍ୟ ସମାନ ମାମଲା ରୁଜୁ ହୋଇଛି।
ଏହି ଫ୍ୟାଶନ୍ ଶୋ'ରେ ଅତିଥି ଭାବେ ସନ୍ନି ଲିଓନି ଯୋଗ ଦେଇଥାନ୍ତେ।
ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ଚିକେନ ଭୁନା ମସାଲା’। ଏହି ରେସିପିଟିକୁ ରୁଟି କିମ୍ବା ପରଟା ସହିତ ଖାଇପାରିବେ।
ନାଲି ଓଢ଼ଣା ଟାଣି କନିଆଁ ବେଶରେ ବସିଛନ୍ତି ବିଧବା ଭାଉଜ। ଆଉ ବେଦିରେ ବର ସାଜି ବସିଛନ୍ତି ସାନ ଦିଅର। ଯାହାଙ୍କୁ ୭ ବର୍ଷ ଧରି ଭାଉଜ ବୋଲି ମାନି ନେଇଥିଲେ ଆଜି ତାଙ୍କ ...
ଆବଶ୍ୟକତା ଠାରୁ ଅଧିକ ଡାର୍କ ଚକୋଲେଟ୍ ଖାଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜିଥାଏ।