ବଟର ଫ୍ଲାଏ ଚିକେନ

ଆବଶ୍ୟକ ସାମଗ୍ରୀ:  ବୋନଲେସ ଚିକେନ, ଅଦାରସୁଣ ପେଷ୍ଟ, ବଟର, ସୋୟା ସସ୍‌, କନ୍‌ଫ୍ଲୋର, ମଇଦା, ଲେମ୍ବୁ, ଚିଲି ସସ୍‌, ଟମାଟୋ ସସ୍‌, ଆଳୁ, ଲୁଣ, ଲଙ୍କା ପାଉଡର, ଗରମ ମସଲା, କଲ୍‌ର ପାଉଡର, ତେଲ ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବଜାରରୁ ବୋନଲେସ ଚିକେନ ଆଣି ତାକୁ ଧୋଇ ଏକ ପାତ୍ରରେ ରଖନ୍ତୁ। ସେଥିରେ ଅଦାରସୁଣ ପେଷ୍ଟ, ବଟର, ସୋୟା ସସ୍‌, କନ୍‌ଫ୍ଲୋର, ମଇଦା, ଲେମ୍ବୁ, ଚିଲି ସସ୍‌, ଟମାଟୋ ସସ୍‌, ଲଙ୍କା ପାଉଡର, ଗରମ ମସଲା, କଲ୍‌ର ପାଉଡର […]

Butterfly Chicken

Butterfly Chicken

Tapaswini Nayak
  • Published: Friday, 25 November 2022
  • Updated: 25 November 2022, 08:58 AM IST

Sports

Latest News

ଆବଶ୍ୟକ ସାମଗ୍ରୀ ବୋନଲେସ ଚିକେନ, ଅଦାରସୁଣ ପେଷ୍ଟ, ବଟର, ସୋୟା ସସ୍‌, କନ୍‌ଫ୍ଲୋର, ମଇଦା, ଲେମ୍ବୁ, ଚିଲି ସସ୍‌, ଟମାଟୋ ସସ୍‌, ଆଳୁ, ଲୁଣ, ଲଙ୍କା ପାଉଡର, ଗରମ ମସଲା, କଲ୍‌ର ପାଉଡର, ତେଲ

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବଜାରରୁ ବୋନଲେସ ଚିକେନ ଆଣି ତାକୁ ଧୋଇ ଏକ ପାତ୍ରରେ ରଖନ୍ତୁ। ସେଥିରେ ଅଦାରସୁଣ ପେଷ୍ଟ, ବଟର, ସୋୟା ସସ୍‌, କନ୍‌ଫ୍ଲୋର, ମଇଦା, ଲେମ୍ବୁ, ଚିଲି ସସ୍‌, ଟମାଟୋ ସସ୍‌, ଲଙ୍କା ପାଉଡର, ଗରମ ମସଲା, କଲ୍‌ର ପାଉଡର ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଗୋଳାଇ ଦିଅନ୍ତୁ। ପରେ ମସଲାଟିକୁ  କିଛି ସମୟ ପାଇଁ ଫ୍ରିଜରେ ରଖି ଦିଅନ୍ତୁ।

ପରେ ଆଳୁକୁ ଚୋପା ଛଡ଼ାଇ ଗୋଲ ଗୋଲ କାଟି ରଖି ରଖନ୍ତୁ। ଏହା ପରେ କାଠିରେ ଆଳୁ ଓ ଗୋଳାଇ ରଖିଥିବା ଚିକେନକୁ ଫୋଡ଼ି ତେଲରେ ଛାଣନ୍ତୁ। ଏହି ସମୟରେ ଗ୍ୟାସ ଆଞ୍ଚକୁ ସିମ୍‌ରେ ରଖନ୍ତୁ। ମଝିମଝିରେ ଏହାକୁ ଗୋଳାଇ ଦିଅନ୍ତୁ। ଏହା ଛାଣି ହୋଇଗଲା ପରେ ବାହାରକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ବଟର ଫ୍ଲାଏ ଚିକେନ। ପରେ ଏହାକୁ କାକୁଡି ଓ ଟମାଟୋ ଦେଇ ସଜାଇ ପାରିବେ। ଏହାକୁ ଆପଣ ରୁଟି ସହ ଚଟଣି  ସହ ଖାଇପାରିବେ।

 

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos