ଶ୍ରୀନଗର: ଉତ୍ତର କଶ୍ମୀରର କୁପୱାଡ଼ା ଜିଲ୍ଲା ମାଚ୍ଛିଲ ସେକ୍ଟରରେ ଭୟଙ୍କର ହିମ ସ୍ଖଳନ ଘଟିଛି। ଏହି ସେକ୍ଟରର ସମ୍ମୁଖ ପୋଷ୍ଟରେ ଆର୍ମି ଯବାନମାନେ ମୁତୟନ ଥିବା ବେଳେ ହିମ ସ୍ଖଳନ ହୋଇଛି। ଫଳରେ ବରଫ ଅତଡ଼ା ତଳେ ଫସି ୩ ଜଣ ଯବାନ ସହିଦ ହୋଇଛନ୍ତି।
ସେମାନଙ୍କ ମରଶରୀରକୁ ବରଫ ଅତଡ଼ା ଭିତରୁ ବାହାର କରି ସେନା ବେସ୍ କ୍ୟାମ୍ପକୁ ଅଣା ଯାଇଛି। ପୁଲିସ୍ କହିଛି ଯେ ଏକ ଦୁଭାର୍ଗ୍ୟଜନକ ଘଟଣାକ୍ରମେ ୫୬ ରାଷ୍ଟ୍ରୀୟ ରାଇଫଲର ୩ ଜଣ ଜଣ ଯବାନ ମାଚ୍ଛିଲ ସେକ୍ଟରରେ ଡ୍ୟୁଟି କରୁଥିବା ବେଳେ ହିମ ସ୍ଖଳନ ଯୋଗୁ ବୀରଗତି ପ୍ରାପ୍ତ କରିଛନ୍ତି। ଦେଶର ସେବା କରିବା ବେଳେ ସେମାନେ ସହିଦ ହୋଇଛନ୍ତି। ସେମାନଙ୍କୁ ପୁଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ମଣିପୁରରେ ମୋଦି, ଶାନ୍ତି ପାଇଁ କଲେ ଅପିଲ
ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିଂସାରେ ପ୍ରଭାବିତ ହୋଇଥିବା ଲୋକଙ୍କୁ ଭେଟି ସେମାନଙ୍କ ଦୁଃଖଦୁର୍ଦ୍ଦଶା ଶୁଣିଥିଲେ।

National
ଉଡ଼ାଣ ଆରମ୍ଭ ବେଳେ ଖସି ପଡ଼ିଲା ବିମାନ ଚକା, ଆଉ ତା’ପରେ
ବିମାନର ଚକା ଖସିବା ବେଳେ ଏହା ମଧ୍ୟରେ ୭୫ ଜଣ ଯାତ୍ରୀ ଥିଲେ।

Business
ବଢ଼ିଲା ଖୁଚୁରା ମୁଦ୍ରାସ୍ଫୀତି
ସରକାର ଜିଏସ୍ଟି ହ୍ରାସ କରିଥିବାରୁ ସେପ୍ଟେମ୍ବର ୨୨ରୁ ଏହା କାର୍ଯ୍ୟକାରୀ ହେବ। ଏହାପରେ ସମ୍ଭବତଃ ଲୋକମାନେ ଅଗଷ୍ଟରେ ସାମ୍ନା କରିଥିବା ଦରବୃଦ୍ଧିରୁ ସାମାନ୍ୟ ଆଶ୍ୱସ୍ତି ପାଇବାର ସମ୍ଭାବନା ରହିଛି।

National
ପୂରା ଦେଶରେ ବାଣ ବ୍ୟାନ ସପକ୍ଷରେ ସୁପ୍ରିମକୋର୍ଟ
ଦେଶର ଅନ୍ୟ ସହରଗୁଡ଼ିକ ସାଂଘାତିକ ପ୍ରଦୂଷଣର ସାମ୍ନା କରୁଥିବା ବେଳେ ବାଣ ବ୍ୟାନ ନିଷ୍ପତ୍ତି କେବଳ ଦିଲ୍ଲୀ-ଏନସିଆରରେ କାହିଁକି ଲାଗୁ କରାଯିବ ବୋଲି ସର୍ବୋଚ୍ଚ ଅଦାଲତ ପ୍ରଶ୍ନ କରିଛନ୍ତି।

National
ଶନିବାର ମଣିପୁର ଯିବେ ପ୍ରଧାନମନ୍ତ୍ରୀ ମୋଦି, ୨୦୨୩ ହିଂସା ପରେ ପ୍ରଥମ
ମଣିପୁର ପ୍ରସଙ୍ଗରେ ସରକାରଙ୍କୁ ଘେରିବା ପାଇଁ ବିରୋଧୀ ୨୦୨୩ ଅଗଷ୍ଟରେ ଗୋଟିଏ ଅନାସ୍ଥା ପ୍ରସ୍ତାବ ମଧ୍ୟ ଆଣିଥିଲେ। ମୋଦି ସେଠାକୁ ଯାଉ ନଥିବା ବେଳେ କେବଳ ନିଜ ଭାଷଣରେ ପୂରା ଦେଶ ମଣିପୁର ସହ ରହିଛି ବୋଲି କହି ଚାଲିଥିବାରୁ ବିରୋଧୀ ଏହାକୁ କଟାକ୍ଷ ମଧ୍ୟ କରିବାର ନଜିର ରହିଛି।