ଲକ୍ଷ୍ନୌ: ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଘଟି ୩ ଜଣ ଜୀବନ୍ତ ଦଗ୍ଦ ହୋଇଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ଗାଜିଆବାଦରେ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ୨ ଜଣ ଶିଶୁ ଅଛନ୍ତି। ତେବେ ଘର ଭିତରୁ ୫ ଜଣଙ୍କୁ ଉଦ୍ଧାର କରାଯାଇଛି।
ଏହି ୫ ଜଣଙ୍କ ମଧ୍ୟରୁ ଗୁରୁତର ଅବସ୍ଥାରେ ଜଣଙ୍କୁ ମେଡିକାଲ ପଠାଯାଇଛି। ଆଜି ସକାଳ ୧୦ଟାରେ ଏହି ଅଭାବନୀୟ ଘଟଣା ଘଟିଛି। ଗତ ସୋମବାର ଲକ୍ଷ୍ନୌରେ ସମାନ ପ୍ରକାର ଅଘଟଣ ଘଟିଥିଲା। ଏଠାକରେ ଏକ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟି ଜଣେ ୩୦ ବର୍ଷୀୟ ଯୁବକଙ୍କୁ ମୃତ୍ୟୁ ଘଟିଥିଲା। ଏହା ପରେ ଆଜି ଏହି ଦୁଃଖଦ ଖବର ଆସିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Business
ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତାଙ୍କ ବଡ଼ ଆକଳନ: ୪୦% ଟାରିଫ ହ୍ରାସ କରିପାରେ ଆମେରିକା
ଭାରତ ଉପରେ ଆମେରିକା ଲଗାଇଥିବା ୫୦% ଟାରିଫକୁ ପ୍ରାୟ ୪୦% ହ୍ରାସ କରିପାରେ ବୋଲି ନାଗେଶ୍ୱରନ କହିଛନ୍ତି। ଏବେ ଭାରତ ଓ ଆମେରିକା ବାଣିଜ୍ୟ ଡିଲ ଚୂଡ଼ାନ୍ତ କରିବାକୁ ଉଦ୍ୟମ କରୁଛନ୍ତି।

Politics
ଗୋଦାବାଈ, ସୂର୍ଯ୍ୟକାନ୍ତ ଓ ନାଗରାଜ: ରାହୁଲ ଗାନ୍ଧିଙ୍କ ‘ଭୋଟ ଠକେଇ’ର ପ୍ରମାଣ
ଗୋଦାବାଈଙ୍କ ନାଁରେ ନକଲି ଲଗଇନ ଆଇଡି ଖୋଲା ଯାଇଥିଲା। ଏହି ଆଇଡିରୁ ତାଙ୍କ ପଡ଼ୋଶୀ ଭାବେ ରହୁଥିବା ୧୨ ଜଣଙ୍କ ନାଁ ଭୋଟର ତାଲିକାରୁ ଡିଲିଟ କରିବାକୁ ଆବେଦନ କରରାଯାଇଥିଲା।

Politics
ରାହୁଲ ଗାନ୍ଧିଙ୍କ ‘ଭୋଟ ଡିଲିଟ’ ଅଭିଯୋଗକୁ ନେଇ ଏମିତି କହିଲେ ନିର୍ବାଚନ କମିଶନ
କର୍ଣ୍ଣାଟକାର ଆଲଣ୍ଡ ନିର୍ବାଚନ ମଣ୍ଡଳୀରେ ଭୋଟର ତାଲିକାର ନାଁ ହଟାଇବାକୁ ଉଦ୍ୟମ ହୋଇଥିବା କଥାକୁ ସ୍ୱୀକାର କରିଛନ୍ତି ନିର୍ବାଚନ କମିଶନ। ଏହାର ତଦନ୍ତ ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀ ଏଫଆଇଆର ମଧ୍ୟ କରିଥିଲେ ବୋଲି ଇସିଆଇ ଏକ୍ସରେ ସୂଚନା ଦେଇଛନ୍ତି।

Crime
ମା’ ନା ରାକ୍ଷସୀ: ଲୋରି ଶୁଣାଇ କୁନି ଝିଅକୁ ଶୁଆଇବା ପରେ ପାଣିକୁ ଫିଙ୍ଗିଦେଲା
ଜନ୍ମ କଲା ମା’ ଜଣକ ନିଜର କୁନି ଝିଅକୁ ପାଣିକୁ ଫିଙ୍ଗି ଦେଇଥିଲା। ଝିଅକୁ ପାଣିକୁ ଫିଙ୍ଗିବା ପରେ ସେ ନିଖୋଜ ହୋଇଯାଇଥିବାର ନାଟକ କରିବାକୁ ମଧ୍ୟ ପଛାଇ ନଥିଲା। କେବଳ ପ୍ରେମ ସୁଖ ପାଇବା ପାଇଁ ନିଜର କୁନି ଝିଅ ସହ ଏପରି କାଣ୍ଡ ଘଟାଇଛି ଜଣେ ମା’।

National
ହତ୍ୟାକାରୀ ପିସିଆର ଭ୍ୟାନ! ଚା’ ଦୋକାନ ସହ ଦୋକାନୀଙ୍କୁ ଦଳିଦେଲା
ରାସ୍ତା କଡ଼ ଚା’ ଦୋକାନ ଉପରେ ପିସିଆର ଭ୍ୟାନ ମାଡ଼ି ଯିବାରୁ ୫୦ ବର୍ଷୀୟ ଦୋକାନୀଙ୍କ ମୃତ୍ୟୁ ହୋଇଛି। ଗୁରୁବାର ସକାଳୁ ସକାଳୁ ଏପରି ଘଟଣା ଘଟିଥିବା ବେଳେ ପିସିଆର ଭ୍ୟାନରେ ଥିବା ପୁଲିସ୍ କର୍ମଚାରୀମାନେ ମଦ ପିଇଥିଲେ ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।