ଏନବିଏଫ ନ୍ୟାସନାଲ କନକ୍ଲେଭ୍ ଆଜି

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ ହେବାକୁ ଯାଉଛି ନ୍ୟାସନାଲ ବ୍ରଡକାଷ୍ଟିଂ ଫେଡେରେସନ୍ ଏନବିଏଫର ନ୍ୟାସନାଲ କନକ୍ଲେଭ୍ । ଏଥର ଜାତୀୟ ସମ୍ମିଳନୀରେ ବିତର୍କର ପ୍ରସଙ୍ଗ ରହିଛି ଫ୍ୟୁଚର ଅଫ୍ ନ୍ୟୁଜ୍ ବା ଖବରର ଭବିଷ୍ୟତ। ଏଥିରେ ସମ୍ମାନିତ ଅତିଥି ଭାବେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଯୋଗଦେବେ। ନୂଆଦିଲ୍ଲୀର ତାଜ୍ ପ୍ୟାଲେସ୍ ଦରବାର ହଲରେ ସକାଳ ୯ଟାରୁ ଏହି ସମ୍ମିଳନୀ ଆରମ୍ଭ ହେବ । ଟିଭି ନାଇନ୍ ନେଟଓ୍ୱର୍କ, ରିପବ୍ଲିକ୍ ଟିଭି, ଆଇଟିଭି ନେଟଓ୍ୱର୍କ ଏବଂ ଓଟିଭି ନେଟଓ୍ୱର୍କ ଭଳି […]

tvvvv

tvvvv

Tapas Behera
  • Published: Friday, 21 October 2022
  • Updated: 21 October 2022, 01:31 PM IST

Sports

Latest News

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ ହେବାକୁ ଯାଉଛି ନ୍ୟାସନାଲ ବ୍ରଡକାଷ୍ଟିଂ ଫେଡେରେସନ୍ ଏନବିଏଫର ନ୍ୟାସନାଲ କନକ୍ଲେଭ୍ । ଏଥର ଜାତୀୟ ସମ୍ମିଳନୀରେ ବିତର୍କର ପ୍ରସଙ୍ଗ ରହିଛି ଫ୍ୟୁଚର ଅଫ୍ ନ୍ୟୁଜ୍ ବା ଖବରର ଭବିଷ୍ୟତ। ଏଥିରେ ସମ୍ମାନିତ ଅତିଥି ଭାବେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଯୋଗଦେବେ। ନୂଆଦିଲ୍ଲୀର ତାଜ୍ ପ୍ୟାଲେସ୍ ଦରବାର ହଲରେ ସକାଳ ୯ଟାରୁ ଏହି ସମ୍ମିଳନୀ ଆରମ୍ଭ ହେବ । ଟିଭି ନାଇନ୍ ନେଟଓ୍ୱର୍କ, ରିପବ୍ଲିକ୍ ଟିଭି, ଆଇଟିଭି ନେଟଓ୍ୱର୍କ ଏବଂ ଓଟିଭି ନେଟଓ୍ୱର୍କ ଭଳି ଦେଶର ବହୁ ବଡ଼ ବଡ଼ ଟେଲିଭିଜନ୍ ନ୍ୟୁଜ୍ ବ୍ରଡକାଷ୍ଟର ସଂସ୍ଥା ଏନବିଏଫର ସଦସ୍ୟ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Also Read