ନଡ଼ିଆ ନେଇ ବିମାନ ଯାତ୍ରା କରି ପାରିବେ ତୀର୍ଥଯାତ୍ରୀ

ନୂଆଦିଲ୍ଲୀ: ତୀର୍ଥଯାତ୍ରୀଙ୍କ ପାଇଁ ନିୟମରେ ପରିବର୍ତ୍ତନ କରିଛି ବେସାମାରିକ ବିମାନ ଚଳାଚଳ ମନ୍ତ୍ରଣାଳୟ। ଏହାର ସୁରକ୍ଷା କଥା ବୁଝୁଥିବା ପ୍ରାଧିକରଣ ଏଣିକି କେରଳର ସାବରିମାଳା ଯାଉଥିବା ତୀର୍ଥଯାତ୍ରୀଙ୍କୁ ବିମାନ ଯାତ୍ରା ବେଳେ ନଡ଼ିଆ ସାଙ୍ଗରେ ନେବାକୁ ଅନୁମତି ଦେଇଛି। ସେମାନେ କ୍ୟାବିନ ବ୍ୟାଗରେ ନଡ଼ିଆ ନେଇ ଯାତ୍ରା କରିପାରିବେ ବୋଲି ଆଭିଏସନ ସିକ୍ୟୁରିଟି ରେଗୁଲେଟର ବିସିଏଏସ୍‌ କହିଛି। ତେବେ ଏହି ସୁବିଧା କେବଳ କିଛି ସୀମିତ ସମୟ ପାଇଁ ମଧ୍ୟ ଲାଗୁ କରାଯାଇଛି। ବିସିଏଏସ୍‌ର ଜଣେ ବରିଷ୍ଠ […]

Coconuts

Coconuts

Hemant Lenka
  • Published: Tuesday, 22 November 2022
  • Updated: 22 November 2022, 05:20 PM IST

Sports

Latest News

ନୂଆଦିଲ୍ଲୀ: ତୀର୍ଥଯାତ୍ରୀଙ୍କ ପାଇଁ ନିୟମରେ ପରିବର୍ତ୍ତନ କରିଛି ବେସାମାରିକ ବିମାନ ଚଳାଚଳ ମନ୍ତ୍ରଣାଳୟ। ଏହାର ସୁରକ୍ଷା କଥା ବୁଝୁଥିବା ପ୍ରାଧିକରଣ ଏଣିକି କେରଳର ସାବରିମାଳା ଯାଉଥିବା ତୀର୍ଥଯାତ୍ରୀଙ୍କୁ ବିମାନ ଯାତ୍ରା ବେଳେ ନଡ଼ିଆ ସାଙ୍ଗରେ ନେବାକୁ ଅନୁମତି ଦେଇଛି।

ସେମାନେ କ୍ୟାବିନ ବ୍ୟାଗରେ ନଡ଼ିଆ ନେଇ ଯାତ୍ରା କରିପାରିବେ ବୋଲି ଆଭିଏସନ ସିକ୍ୟୁରିଟି ରେଗୁଲେଟର ବିସିଏଏସ୍‌ କହିଛି। ତେବେ ଏହି ସୁବିଧା କେବଳ କିଛି ସୀମିତ ସମୟ ପାଇଁ ମଧ୍ୟ ଲାଗୁ କରାଯାଇଛି।

ବିସିଏଏସ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ବର୍ତ୍ତମାନ ଆରମ୍ଭ ହୋଇଥିବା ସାବରିମାଳା ଋତୁକୁ ଦେଖି ନିୟମରେ କୋହଳ କରାଯାଇଛି। ଜାନୁଆରୀ ଶେଷ ସପ୍ତାହ ଯାଏ ସାବରିମାଳା ଯାତ୍ରା ଚାଲିବ। ତେଣୁ ଏହି ସମୟସୀମା ମଧ୍ୟରେ ବିମାନ ଯାତ୍ରା ବେଳେ ନଡ଼ିଆ ନେବାକୁ ଅନୁମତି ଦିଆଯାଇଛି ବୋଲି ସେ କହିଛନ୍ତି।

ପ୍ରତିବର୍ଷ ଲକ୍ଷାଧିକ ଲୋକ ସାବରିମାଳାକୁ ଯାଆନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଶ୍ରଦ୍ଧାଳୁ ନିଜ ସହ ‘ଇରୁମୁଡି କେଟ୍ଟୁ’ ନେଇଥାନ୍ତି। ଏହା ଏକ ପୂଜା ଥାଳି ଭଳି। ଏଥିରେ ବିଭିନ୍ନ ପୂଜା ସାମଗ୍ରୀ ସହ ଭଗବାନଙ୍କ ପାଇଁ ଘିଅରେ ଭର୍ତ୍ତି ନଡ଼ିଆ ରହିଥାଏ। ତେଣୁ ଏହାକୁ ଦୃଷ୍ଟିରେ ରଖି କେବଳ ସାବରିମାଳା ଯାତ୍ରା କରୁଥିବା ଶ୍ରଦ୍ଧାଳୁଙ୍କୁ ବିମାନ ଯାତ୍ରା ବେଳେ ନିଡ଼ିଆ ନେବାକୁ ଅନୁମତି ଦିଆଯାଇଛି।

ଏଥିପାଇଁ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ଓ ଚେକିଂ ମଧ୍ୟ କରାଯିବ। ଏହି ନିୟମ ୨୦ ଜାନୁଆରୀ ଯାଏ ବଳବତ୍ତର ରହିବ। ନଡ଼ିଆ ରହିଥିବା ବ୍ୟାଗର ପ୍ରଥମେ ଏକ୍ସରେ କରାଯିବ। ଏହାପରେ ବିସ୍ଫୋରକ ଚିହ୍ନଟ କରୁଥିବା ମେସିନରେ ଯାଞ୍ଚ କରାଯିବ। ଏସିଜି ପକ୍ଷରୁ ମଧ୍ୟ ଫିଜିକାଲ ଛାନିଭିନ କରାଯିବା ପରେ ନଡ଼ିଆ ନେଇ ଯାତ୍ରୀମାନେ ବିମାନକୁ ଯାଇପାରିବେ ବୋଲି ଅଧିକାରୀମାନେ କହିଛନ୍ତି।

ବର୍ତ୍ତମାନର ନିୟମ ଅନୁସାରେ, କ୍ୟାବିନ ବ୍ୟାଗରେ ନଡ଼ିଆ ନେବାକୁ ଯାତ୍ରୀଙ୍କୁ ଅନୁମତି ମିଳୁ ନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story