ରାଜସ୍ୱ ଡିଭିଜନର ପୁନର୍ଗଠନ: ଉତ୍ତରାଂଚଳ ଅଧୀନକୁ ଆସିଲା ବୌଦ୍ଧ ଓ ନୂଆପଡ଼ା

ଭୁବନେଶ୍ୱର/ପଦ୍ମପୁର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଆଜି ରାଜସ୍ୱ ଡିଭିଜନର ପୁନର୍ଗଠନ କରିଛନ୍ତି । ଦକ୍ଷିଣାଂଚଳ ରାଜସ୍ୱ ଡିଭିଜନ ଅଧୀନରେ ଥିବା ବୌଦ୍ଧ ଓ ନୂଆପଡ଼ା ଜିଲ୍ଲାକୁ ଉତ୍ତରାଂଚଳ ଡିଭିଜନ ଅଧୀନକୁ ଆଣିଛନ୍ତି । ତେବେ କେନ୍ଦ୍ରାଂଚଳ ଡିଭିଜନରେ କୌଣସି ପରିବର୍ତ୍ତନ କରାଯାଇନି । ଆଜି ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ବିଜ୍ଞପ୍ତି ଅନୁସାରେ, ୧୯୯୩ ମସିହାରୁ ପ୍ରଶାସନିକ କାର୍ଯ୍ୟ ନିମନ୍ତେ ବ୍ରହ୍ମପୁରସ୍ଥିତ ଦକ୍ଷିଣାଂଚଳ ରାଜସ୍ୱ ଡିଭିଜନ କାର୍ଯ୍ୟାଳୟର […]

lok seva bhawan

lok seva bhawan

Ordigital Desk
  • Published: Monday, 21 November 2022
  • Updated: 21 November 2022, 11:02 PM IST

Sports

Latest News

ଭୁବନେଶ୍ୱର/ପଦ୍ମପୁର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଆଜି ରାଜସ୍ୱ ଡିଭିଜନର ପୁନର୍ଗଠନ କରିଛନ୍ତି । ଦକ୍ଷିଣାଂଚଳ ରାଜସ୍ୱ ଡିଭିଜନ ଅଧୀନରେ ଥିବା ବୌଦ୍ଧ ଓ ନୂଆପଡ଼ା ଜିଲ୍ଲାକୁ ଉତ୍ତରାଂଚଳ ଡିଭିଜନ ଅଧୀନକୁ ଆଣିଛନ୍ତି । ତେବେ କେନ୍ଦ୍ରାଂଚଳ ଡିଭିଜନରେ କୌଣସି ପରିବର୍ତ୍ତନ କରାଯାଇନି । ଆଜି ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି।

ବିଜ୍ଞପ୍ତି ଅନୁସାରେ, ୧୯୯୩ ମସିହାରୁ ପ୍ରଶାସନିକ କାର୍ଯ୍ୟ ନିମନ୍ତେ ବ୍ରହ୍ମପୁରସ୍ଥିତ ଦକ୍ଷିଣାଂଚଳ ରାଜସ୍ୱ ଡିଭିଜନ କାର୍ଯ୍ୟାଳୟର ଅଧୀନରେ ୧୦ଟି ରାଜସ୍ୱ ଜିଲ୍ଲା କାର୍ଯ୍ୟ କରୁଥିଲା । ମାତ୍ର ଆଜି ଏହାର ପୁନର୍ଗଠନ କରି ବୌଦ୍ଧ ଓ ନୂଆପଡ଼ା ଜିଲ୍ଲାକୁ ଦକ୍ଷିଣାଂଚଳ ଡିଭିଜନରୁ ବାଦ୍ ଦିଆଯାଇଛି ଓ ଏହି ରାଜସ୍ୱ ଡିଭିଜନ ଅଧୀନରେ ମୋଟ ୮ଟି ଜିଲ୍ଲା ରହିବ । ସେଗୁଡ଼ିକ ହେଲା- ଗଞ୍ଜାମ, ଗଜପତି, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କନ୍ଧମାଳ ଓ ରାୟଗଡ଼ା । ସେହିପରି ସମ୍ବଲପୁରସ୍ଥିତ ଉତ୍ତରାଂଚଳ ରାଜସ୍ୱ ଡିଭିଜନ କାର୍ଯ୍ୟାଳୟ ଅଧୀନରେ ପୂର୍ବରୁ ୧୦ଟି ଜିଲ୍ଲା ଥିବାବେଳେ ଏବେ ସଂଶୋଧିତ ନିର୍ଦ୍ଦେଶନାମା ଅନୁସାରେ ଏହାର ପ୍ରଶାସନିକ କ୍ଷମତା ମୋଟ ୧୨ଟି ରାଜସ୍ୱ ଜିଲ୍ଲା ରହିବ । ସେଗୁଡ଼ିକ ହେଲା- ଅନୁଗୁଳ, ବରଗଡ଼, ବଲାଙ୍ଗିର, ବୌଦ୍ଧ, ଦେବଗଡ଼, ଢେଙ୍କାନାଳ, ଝାରସୁଗୁଡ଼ା,କେନ୍ଦୁଝର, ନୂଆପଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ରହିବ । କେନ୍ଦ୍ରାଂଚଳ ରାଜସ୍ୱ ଡିଭିଜନ ଅଧୀନରେ ଥିବା ୧୦ଟି ଜିଲ୍ଲା ପୂର୍ବବତ ରହିଛି।

ଜିଲ୍ଲା ପୁନର୍ଗଠନ ପାଇଁ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ କରିଥିବା ରାଜ୍ୟ ସରକାର ରାଜସ୍ୱ ଡିଭିଜନର ପୁର୍ନଗଠନ ମାଧ୍ୟମରେ ଏଭଳି ପ୍ରଶାସନିକ ପଦକ୍ଷେପ ନେଇଥିବା ବିଭାଗ ସୂତ୍ରରୁ ସୂଚନା ମିଳିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story