୨୦୨୪ ଟି-୨୦ ବିଶ୍ୱକପ: ସିଧା ଯୋଗ୍ୟତା ପାଇଲେ ୧୨ ଦଳ

ଦୁବାଇ: ଅଷ୍ଟ୍ରେଲିଆରେ ଚାଲିଥିବା ଟି-୨୦ ବିଶ୍ୱକପ ଆସନ୍ତା ୧୩ ତାରିଖରେ ଶେଷ ହେବ। ଚଳିତ ଟୁର୍ଣ୍ଣାମେଣ୍ଟରେ ଅନେକ ବଡ଼ଧରଣର ଓଲଟ ପାଲଟ ଦେଖିବାକୁ ମିଳିଛି। ସୁପର ୧୨ରେ କଡ଼ା ଟକ୍କର ପରେ ୪ ଦଳ ସେମି ଫାଇନାଲରେ ପ୍ରବେଶ କରିଛନ୍ତି। ଭାରତ, ପାକିସ୍ତାନ, ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ଏବେ ଫାଇନାଲ ଟିକେଟ ପାଇଁ ଲଢ଼େଇ କରିବେ। ୧୩ ତାରିଖରେ ଏମାନଙ୍କ ମଧ୍ୟରୁ ୨ଟି ଦଳ ଫାଇନାଲ ଖେଳିବେ। କିନ୍ତୁ ଏସବୁ ଭିତରେ ୨୦୨୪ ଟି-୨୦ ବିଶ୍ୱକପକୁ ନେଇ […]

super12

super12

Hemant Lenka
  • Published: Monday, 07 November 2022
  • Updated: 07 November 2022, 04:56 PM IST

ଦୁବାଇ: ଅଷ୍ଟ୍ରେଲିଆରେ ଚାଲିଥିବା ଟି-୨୦ ବିଶ୍ୱକପ ଆସନ୍ତା ୧୩ ତାରିଖରେ ଶେଷ ହେବ। ଚଳିତ ଟୁର୍ଣ୍ଣାମେଣ୍ଟରେ ଅନେକ ବଡ଼ଧରଣର ଓଲଟ ପାଲଟ ଦେଖିବାକୁ ମିଳିଛି। ସୁପର ୧୨ରେ କଡ଼ା ଟକ୍କର ପରେ ୪ ଦଳ ସେମି ଫାଇନାଲରେ ପ୍ରବେଶ କରିଛନ୍ତି। ଭାରତ, ପାକିସ୍ତାନ, ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ଏବେ ଫାଇନାଲ ଟିକେଟ ପାଇଁ ଲଢ଼େଇ କରିବେ।

୧୩ ତାରିଖରେ ଏମାନଙ୍କ ମଧ୍ୟରୁ ୨ଟି ଦଳ ଫାଇନାଲ ଖେଳିବେ। କିନ୍ତୁ ଏସବୁ ଭିତରେ ୨୦୨୪ ଟି-୨୦ ବିଶ୍ୱକପକୁ ନେଇ ବଡ଼ ଖବର ଆସିଛି। ଚଳିତ ବିଶ୍ୱକପର ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ର ପ୍ରଦର୍ଶନକୁ ପରବର୍ତ୍ତୀ ସଂସ୍କରଣର ଯୋଗ୍ୟତା ଭାବେ ବିବେଚନା କରାଯାଇଥିଲା। ସେହି ଆଧାରରେ ୧୨ଟି ଟିମ ୨୦୨୪ ଟି-୨୦ ବିଶ୍ୱକପ ପାଇଁ ସିଧା ଯୋଗ୍ୟତା ଅର୍ଜନ କରିଛନ୍ତି।

୨୦୨୪ରେ ୱେଷ୍ଟଇଣ୍ଡିଜ ଓ ଆମେରିକାରେ ଟି-୨୦ ବିଶ୍ୱକପ ଖେଳାଯିବ। ଚଳିତ ବର୍ଷ ଇଣ୍ଡିଜ ଟିମ୍‌ ଗ୍ରୁପ ପର୍ଯ୍ୟାୟରୁ ଆଗକୁ ବଢ଼ି ପାରି ନଥିଲା। କିନ୍ତୁ ଆୟୋଜକ ହିସାବରେ ଦଳ ୨୦୨୪ ଟି-୨୦ ବିଶ୍ୱକପର ସୁପର ୧୨କୁ ଯୋଗ୍ୟତା ଅର୍ଜନ କରିଛି। ଆମେରିକା ମଧ୍ୟ ସୁପର ୧୨ରେ ପହଞ୍ଚିଛି।

୨୦୨୨ ଟି-୨୦ ବିଶ୍ୱକପ ଗ୍ରୁପ ପର୍ଯ୍ୟାୟ ଲଢ଼େଇରୁ ଆରମ୍ଭ ହୋଇଥିଲା। ଏହାପରେ ଦୁଇ ଗ୍ରୁପରୁ ୪ଟି ଦଳ ସୁପର ୧୨ରେ ପହଞ୍ଚିଥିଲେ। ଗ୍ରୁପ ୧ରେ ୬ଟି ଦଳ ଓ ଗ୍ରୁପ୍‌ ୨ରେ ୬ଟି ଦଳ ସ୍ଥାନ ପାଇଥିଲେ। ସୁପର ୧୨ ମ୍ୟାଚ୍‌ ପରେ ନିଜ ନିଜ ଗ୍ରୁପ୍‌ର ଟପ୍‌ ୪ରେ ରହି ଅଭିଯାନ ଶେଷ କରିଥିବା ଦଳଗୁଡ଼ିକ ସିଧାସଳଖ ୨୦୨୪ ଟି-୨୦ ବିଶ୍ୱକପ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଏହାର ଅର୍ଥ ମୋଟ ୮ଟି ଦଳ ୨୦୨୪ ଟି-୨୦ ବିଶ୍ୱକପ ଟିକେଟ ହାତେଇଛନ୍ତି।

ଗ୍ରୁପ ୧ରୁ ନ୍ୟୁଜିଲ୍ୟାଣ୍ଡ, ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ଟପ ୪ରେ ରହିଥିଲେ। ସେହିପରି ଗ୍ରୁପ ୨ରୁ ଭାରତ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଓ ନେଦରଲ୍ୟାଣ୍ଡ୍ସ ଟପ୍‌ ୪ ରହି ବିଶ୍ୱକପର ପରବର୍ତ୍ତୀ ସଂସ୍କରଣକୁ ଯୋଗ୍ୟତା ଅର୍ଜନ କରିଛନ୍ତି।

ଆମେରିକା କିମ୍ବା ୱେଷ୍ଟଇଣ୍ଡିଜ୍‌ ୨୦୨୨ ଟି-୨୦ ବିଶ୍ୱକପ ସୁପର ୧୨ରେ ନଥିଲେ। କିନ୍ତୁ ୨୦୨୪ ବିଶ୍ୱକପ ଆୟୋଜନ କରୁଥିବାରୁ ଉଭୟ ଦଳକୁ ସିଧାସଳଖ ସୁପର ୧୨ରେ ସ୍ଥାନ ମିଳିଛି। ଏହାବାଦ ଆଉ ଦୁଇଟି ଦଳ ଭାବେ ବାଂଲାଦେଶ ଓ ଆଫଗାନିସ୍ତାନ ୨୦୨୪ ଟି-୨୦ ବିଶ୍ୱକପ ସୁପର ୧୨ରେ ସ୍ଥାନ ପାଇଛନ୍ତି।

ଏହି ଦୁଳ ଦଳ ନିଜ ନିଜ ଗ୍ରୁପର ଟପ ୪ରେ ନଥିଲେ। କିନ୍ତୁ ସୁପର ୧୨ରେ ସ୍ଥାନ ପାଇଥିବା କିଛି ଦଳ ଗୁଡ଼ିକ ତୁଳନାରେ ବାଂଲାଦେଶ ଓ ଆଫଗାନିସ୍ତାନର ଆଇସିସି ରାଙ୍କିଙ୍ଗ ଭଲ ରହିଛି। ବାଂଲାଦେଶ ଟପ ୧୦ ଓ ଆଫଗାନିସ୍ତାନ ୯ନଂରେ ରହିଛି। ତେଣୁ ସେହି ରାଙ୍କିଙ୍ଗ ଆଧାରରେ ଉଭୟ ଦଳ ସୁପର ୧୨ ଟିକେଟ ହାତେଇଛନ୍ତି।

୨୦୨୪ ଟି-୨୦ ବିଶ୍ୱକପରେ ମୋଟ ୨୦ଟି ଦଳ ଭାଗ ନେବେ। ଏବେ ୧୨ଟି ଟିମ ବିଶ୍ୱକପ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିବା ବେଳେ ବାକି ୮ଟି ଟିମକୁ ଆଫ୍ରିକା, ଏସିଆ ଓ ୟୁରୋପରେ ଖେଳାଯିବାକୁ ଥିବା ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ଚୟନ କରାଯିବ।

ଯୋଗ୍ୟତା ଅର୍ଜନ କରିଥିବା ୧୨ ଦଳ: ଭାରତ, ପାକିସ୍ତାନ, ନ୍ୟୁଜିଲ୍ୟାଣ୍ଡ, ଇଂଲଣ୍ଡ, ଅଷ୍ଟ୍ରେଲିଆ, ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା, ନେଦରଲ୍ୟାଣ୍ଡ୍ସ, ଆଫଗାନିସ୍ତାନ ଓ ବାଂଲାଦେଶ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story