ବିଜେଡି ଭିତରେ ଫାଟ ଜଳ ଜଳ ହୋଇ ଦେଖାଗଲାଣି। ନେତା ନେତା ମଧ୍ୟରେ ରହିଛି ତିକ୍ତତା। ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ବନାମ ସୁଶାନ୍ତ ସିଂହ। ବ୍ରଜରାଜନଗର ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କୁ ଜିତାଇ ନବ ସୁଶାନ୍ତଙ୍କୁ ଦେଖାଇଥିଲେ ତାଙ୍କ ତାକତ। ଆଉ ଏବେ ସୁଶାନ୍ତଙ୍କ ଜିଲ୍ଲାରେ ନବ ତାଙ୍କୁ ପଛରେ ପକାଇ ବର୍ଷାକୁ ଜିତାଇ ନିଜ ପତିଆର ବଢ଼ାଇବାକୁ ଚାହୁଁଛନ୍ତି। ଏପରିକି ନିଜ ଝିଅ ଦିପାଳୀଙ୍କ ପାଇଁ ବରଗଡ଼ ଆସନରୁ ସାଂସଦ ସ୍ୱପ୍ନ ଦେଖୁଛନ୍ତି। ସେହିପରି ମହେନ୍ଦ୍ର ବଢେଇ ଏବଂ ବରିହା ପରିବାର ମଧ୍ୟରେ ଲାଗି ରହିଛି ଛକା ପଞ୍ଝା।
https://youtu.be/MGvuOd_r0qk
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ପ୍ରଶାନ୍ତ କିଶୋରଙ୍କୁ ପିଟିଦେଲା ଗାଡ଼ି
ଆଗାମୀ ବିହାର ବିଧାନସଭା ନିର୍ବାଚନରେ ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟି ସମସ୍ତ ୨୪୩ଟି ଆସନରେ ପ୍ରାର୍ଥୀ ଦେବ ବୋଲି ଘୋଷଣା କରିଛି।

National
ସୁରକ୍ଷାକର୍ମୀଙ୍କ ଗୁଳିଲେ ୬ ନକ୍ସଲ ଖତମ
ଅପରେସନ ଚାଲିଥିବା ବେଳେ ନକ୍ସଲମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ମାଡ଼ କରିଥିଲେ। ଏହାର ଜବାବ ମଧ୍ୟ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଦିଆଯାଇଥିଲା।

Crime
୫୦୦ କୋଟି ଠକେଇର ପର୍ଦ୍ଦାଫାସ: ମହାଠକର ବଙ୍ଗଳା ଦେଖି ସମସ୍ତେ ଜଳକା
ରେଡ ବେଳେ ବଙ୍ଗଳାରେ ଥିବା ଗୁପ୍ତ ଚ୍ୟାମ୍ବର୍ସ ଓ ପ୍ରସ୍ଥାନ ଦ୍ୱାର ଦେଖି ସମସ୍ତେ ଜଳକା ହୋଇ ଯାଇଛନ୍ତି।

Politics
ଇଣ୍ଡିଆ ବ୍ଲକରେ ଫାଟ, ମେଣ୍ଟରୁ ଓହରିଲା ଆପ୍
ଆପ୍ ବିରୋଧୀ ମେଣ୍ଟ ଇଣ୍ଡିଆ ବ୍ଲକରୁ ଓହରି ଯାଇଛି। ସେହିପରି ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଇଣ୍ଡିଆ ବ୍ଲକ ଡାକିଥିବା ବୈଠକରେ ମଧ୍ୟ ଆପ ଯୋଗ ଦେବ ନାହିଁ।

National
ବାହାବଲପୁର ଠାରୁ ୧୦୦୦ କିମି ଦୂରରେ ଆଡ୍ଡା ଜମାଇଛି ମସୁଦ ଆଝାର
ମସୁଦ ଆଝାରକୁ ଏବେ ପାକିସ୍ତାନ ଅଧିକୃତ କଶ୍ମୀରର ଗିଲଗିଟ ବାଲଟିସ୍ତାନରେ ରିଜନରେ ଦେଖିବାକୁ ମିଳିଛି।