ମନ୍ତ୍ରୀ ନିଦାବିଷ୍ଣୁ, ବାବୁ ବେଫିକର। ନିଆଁ ଲଗାଇ ବସିଗଲେ ସରକାର। ଠିକା ଯୁଗକୁ ବାଏ ବାଏ କହିବା ମହଙ୍ଗା ହେଉଛି କି? ପାତରଅନ୍ତର ନୀତିକୁ କେହି ଆଉ ବରଦାସ୍ତ କରିବା ସ୍ଥିତିରେ ନାହାନ୍ତି। ଲକ୍ଷାଧିକ ଶିକ୍ଷକ ରାତି ଦିନ ଏକ କରି ଧାରଣାରେ ବସିଛନ୍ତି। ଦାବି ପୂରଣ ନହେବା ଯାଏ ପାଦେ ବି ପଛକୁ ଫେରିବେ ନାହିଁ ବୋଲି ନେଇଛନ୍ତି ବଜ୍ର ନିଷ୍ପତ୍ତି।
https://youtu.be/vdugPdCHAKk
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

National
ବ୍ୟାଙ୍କରୁ ୨୦ କୋଟି ଟଙ୍କାର ସୁନା ଓ ନଗଦ ୧ କୋଟି ଲୁଟ୍
ସୁନା ଓ ଟଙ୍କା ଲୁଟି ଫେରାର ହେଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ଲୁଟେରାମାନେ। କିନ୍ତୁ ସେଠାରୁ ସେମାନେ ଖସି ପଳାଇବାରେ ସଫଳ ହୋଇଥିଲେ।

National
ନୂତନ ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଏହି ମାଇଲଖୁଣ୍ଟଗୁଡ଼ିକ କେବଳ ସାଧାରଣ ପରିଣାମ ନୁହେଁ, ବରଂ ସେହିସବୁ ମୁହୂର୍ତ୍ତମାନଙ୍କୁ ଚିହ୍ନିତ କରନ୍ତି ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତ ନିଜର କାର୍ଯ୍ୟଶୈଳୀକୁ ନୂତନ ଭାବେ ପରିଭାଷିତ କରିଥିଲା ଏବଂ ବିଭିନ୍ନ କ୍ଷେତ୍ରରେ ଅଭୂତପୂର୍ବ ସଫଳତା ହାସଲ କରିଥିଲା।

Special
ଦୈନନ୍ଦିନ ଜୀବନଶୈଳୀକୁ ପରିବର୍ତ୍ତନ କରିବାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୧୦ ବଡ଼ ପଦକ୍ଷେପ
ଆଜିଠାରୁ ମାତ୍ର ଗୋଟିଏ ଦଶନ୍ଧି ପଛ କଥା ଚିନ୍ତା କରନ୍ତୁ। ସେତେବେଳେ ଭାରତର ଦୈନନ୍ଦିନ ଜୀବନର ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ ଥିଲା। ରେଳବାଇ କାଉଣ୍ଟରରେ ଲମ୍ବା ଧାଡ଼ି, ଦୋକାନରେ ଟଙ୍କା ପାଇଁ ବାରମ୍ବାର ଅନୁରୋଧ, ଗ୍ୟାସ ସଂଯୋଗ ପାଇବାକୁ ଲାଞ୍ଚ ଦେବାର ଚାପ, କିମ୍ବା ଆବଶ୍ୟକୀୟ ଔଷଧ କିଣିବା ପାଇଁ ସକ୍ଷମ ନଥିବାର କଷ୍ଟ- ଏସବୁ ସେତେବେଳେ ଖୁବ୍ ‘ସ୍ୱାଭାବିକ’ ଲାଗୁଥିଲା। ଆମେ ଏହାକୁ ଗ୍ରହଣ କରିନେଇଥିଲୁ, କାରଣ ସେ ସମୟରେ ଆମ ନିକଟରେ ଅନ୍ୟ କୌଣସି ବିକଳ୍ପ ନଥିଲା।

National
ଥରେ କାମୁଡ଼ିଲେ ୧୦ ଦିନ, ଦ୍ୱିତୀୟବାର କାମୁଡ଼ିଲେ ଆଜୀବନ
କୁକୁରଟିକୁ କେହି ଉସୁକାଇଛନ୍ତି ନା ନାହିଁ, କେମିତି ଜଣାପଡ଼ିବ?

Crime
୧୬ ବର୍ଷର ବାଳକଙ୍କୁ ବାରମ୍ବାର ଦୁଷ୍କର୍ମ: ଅଭିଯୁକ୍ତଙ୍କ ମଧ୍ୟରେ ରାଜନେତା, ଫୁଟବଲ କୋଚ ଓ ସରକାରୀ କର୍ମଚାରୀ
ଆପ୍ ଡାଉନଲୋଡ କରିବା ପରେ ତା’ ସହ କିଛି ଲୋକ ବନ୍ଧୁତା ସ୍ଥାପନ କରିଥିଲେ। ପ୍ରାୟ ୨ ବର୍ଷ ହେବ ୧୬ ଜଣ ଲୋକ ତା’କୁ ନିର୍ଯାତନା ଦେଇ ଚାଲିଥିଲେ।