ହେ ନବୀନ ବାବୁ ଶୁଣ ଥରେ ଆମ ଗୁହାରି। ଭୁବନେଶ୍ୱର ପିଏମଜି ଛକରେ ଗୀତ ଗାଇ ପ୍ରତିବାଦ କରୁଛନ୍ତି ପ୍ରାଥମିକ ଶିକ୍ଷକ ସଂଘ। ଶୁଣନ୍ତୁ କିପରି ଗୀତ ଗାଇ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି ଶୁଣାଉଛନ୍ତି।
https://youtu.be/k8fos7YbSf4
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

National
ଜିଏସଟି : ସଫଳତାର ୮ ବର୍ଷ
ମାତ୍ର ଆଠ ବର୍ଷ ମଧ୍ୟରେ, ଜିଏସଟି, ୧୭ଟି କର ଏବଂ ୧୩ଟି ସେସକୁ ଏକୀକୃତ କରି, ଏକ ସୁଗମ ଜାତୀୟ ବଜାର ସୃଷ୍ଟି କରିପାରିଛି, ସରଳୀକୃତ ଅନୁପାଳନ, ଡିଜିଟାଇଜଡ୍ କର ବ୍ୟବସ୍ଥା, କରଦାତା ଆଧାରକୁ ବିସ୍ତାର କରିଥିଲା ଏବଂ ସହଯୋଗମୂଳକ ସଂଘୀୟତାକୁ ସୁଦୃଢ଼ କରିଥିଲା।

Guest Column
ଡିଜିଟାଲ୍ ଭାରତର ଏକ ଦଶନ୍ଧି
୨୦୧୪ରେ ଇଣ୍ଟରନେଟ୍ ଉପଲବ୍ଧତା ସୀମିତ ଥିଲା, ଡିଜିଟାଲ୍ ସାକ୍ଷରତା କମ୍ ଥିଲା ଏବଂ ସରକାରୀ ସେବା ପାଇଁ ଅନଲାଇନ୍ ପ୍ରବେଶ ଅତ୍ୟନ୍ତ ସୀମିତ ଥିଲା। ଅନେକ ସନ୍ଦେହ କରୁଥିଲେ ଯେ ଭାରତ ଭଳି ବିଶାଳ ଏବଂ ବିବିଧ ଦେଶ ପ୍ରକୃତରେ ଡିଜିଟାଲ୍ ହୋଇପାରିବ କି ନାହିଁ।

National
ଚର୍ଚ୍ଚାରେ ୨୫ ବର୍ଷୀୟ ଆଇଏଏସ ଅଫିସର ନେହା, ୩ ଥର ଫେଲ ଓ ମୋବାଇଲ ସହ ବ୍ରେକ ଅପ୍
ଏତେ କମ ବୟସରେ ଏତେ ବଡ଼ ସଫଳତା ହାସଲ କରିବା ନେହାଙ୍କ ପାଇଁ ସହଜ ନଥିଲା। ସେ କଠିନ ପରିଶ୍ରମ ଓ ନିଷ୍ଠା ବଳରେ ସଫଳତାର ସ୍ୱାଦ ଚାଖିଛନ୍ତି।

National
ଫାର୍ମା ପ୍ଲାଣ୍ଟ ବିସ୍ଫୋରଣ ଘଟଣା: ମୃତ୍ୟୁସଂଖ୍ୟା ୩୬ ଛୁଇଁଲା, ମୃତକଙ୍କ ମଧ୍ୟରେ ବହୁ ଓଡ଼ିଆ!
ଧ୍ୱଂସାବଶେଷ ତଳୁ ମୋଟ ୩୧ଟି ମୃତଦେହ ମିଳିଛି। ହସ୍ପିଟାଲରେ ମଧ୍ୟ ୩ ଜଣଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ମୋଟ ୩୬ ଜଣ ଜୀବନ ଯାଇଛି।

Politics
କର୍ଣ୍ଣାଟକାରେ ହେବ କି ନେତୃତ୍ୱ ପରିବର୍ତ୍ତନ? ଜବାବ ରଖିଲା କଂଗ୍ରେସ
ଡିକେ ଶିବ କୁମାରଙ୍କ ସମର୍ଥକମାନେ ତାଙ୍କୁ କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ କରାଯିବାର ସମୟ ଆସି ଯାଇଥିବା ମତ ରଖିଥିଲେ। କଂଗ୍ରେସ ବିଧାୟକ ଇକବାଲ ହୁସେନ ଆଜି ଦାବି କରିଥିଲେ ଯେ ଡିକେ ଶିବ କୁମାର ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ୧୦୦ରୁ ଅଧିକ ବିଧାୟକ ଚାହୁଁଛନ୍ତି।