ବିଜେପିର ଟାଣୁଆ ନେତା ପ୍ରଦୀପ ପୁରୋହିତ। ସବୁବେଳେ ଲୋକଙ୍କ ସହ ଜଡ଼ିତ। ଲୋକଙ୍କ ସୁଖଦୁଃଖରେ ସାମିଲ ହୁଅନ୍ତି। ଯେତେବେଳେ ଟିମ ବିଜେଡି ପଦ୍ମପୁରରେ ପହଞ୍ଚି ନଥିଲା ସେତେବଳେ ଚର୍ଚ୍ଚା ହେଉଥିଲା ୬୦-୪୦ କଥା। ମାନେ ବିଜେପିର ବିଜୟ ସମ୍ଭାବନା ୬୦ ଏବଂ ବିଜେଡିର ୪୦ ବୋଲି। କିନ୍ତୁ ଗଣତି ଶେଷରେ ୪୦ ହଜାରରୁ ଅଧିକ ଭୋଟରେ ହାରିଲେ ପ୍ରଦୀପ।
https://youtu.be/k0c0jM8RJ-c
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

National
ଥରେ କାମୁଡ଼ିଲେ ୧୦ ଦିନ, ଦ୍ୱିତୀୟବାର କାମୁଡ଼ିଲେ ଆଜୀବନ
କୁକୁରଟିକୁ କେହି ଉସୁକାଇଛନ୍ତି ନା ନାହିଁ, କେମିତି ଜଣାପଡ଼ିବ?

Crime
୧୬ ବର୍ଷର ବାଳକଙ୍କୁ ବାରମ୍ବାର ଦୁଷ୍କର୍ମ: ଅଭିଯୁକ୍ତଙ୍କ ମଧ୍ୟରେ ରାଜନେତା, ଫୁଟବଲ କୋଚ ଓ ସରକାରୀ କର୍ମଚାରୀ
ଆପ୍ ଡାଉନଲୋଡ କରିବା ପରେ ତା’ ସହ କିଛି ଲୋକ ବନ୍ଧୁତା ସ୍ଥାପନ କରିଥିଲେ। ପ୍ରାୟ ୨ ବର୍ଷ ହେବ ୧୬ ଜଣ ଲୋକ ତା’କୁ ନିର୍ଯାତନା ଦେଇ ଚାଲିଥିଲେ।

National
ୟୁସୁଫ ପଠାନଙ୍କୁ ଜବରଦଖଲକାରୀ ଘୋଷଣା କଲେ ହାଇକୋର୍ଟ, ପ୍ଲଟ ଖାଲି କରିବାକୁ ନିର୍ଦ୍ଦେଶ
ସରକାରୀ ଜମିକୁ ତୁରନ୍ତ ଖାଲି କରିବାକୁ ୟୁସୁଫ ପଠାନଙ୍କୁ ନିର୍ଦ୍ଦେଶ ଦେଇ ସେଲେବ୍ରିଟିମାନେ ଆଇନର ଉପରେ ନୁହନ୍ତି ବୋଲି କୋର୍ଟ ମତ ରଖିଛନ୍ତି।

National
ଯୁବରାଜ ସିଂହ, ରବିନ ଉଥାପ୍ପା ଓ ଅଭିନେତା ସୋନୁ ସୁଦ୍ଙ୍କୁ ଇଡି ସମନ
ଉଥାପ୍ପାଙ୍କୁ ଦିଲ୍ଲୀରେ ଥିବା ଇଡି ମୁଖ୍ୟାଳୟରେ ଆସନ୍ତା ୨୨ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ମିଳିଛି। ସେହିପରି ଯୁବରାଜଙ୍କୁ ସେପ୍ଟେମ୍ବର ୨୩ ଓ ସୋନୁ ସୁଦଙ୍କୁ ୨୪ ତାରିଖରେ ହାଜର ହେବାକୁ କୁହାଯାଇଛି।

National
ମାତ୍ର ୬ ବର୍ଷ ତଳେ ହୋଇଥିଲେ ଅଫିସର, ଏବେ ଘରୁ ମିଳିଲା ପୁଳାପୁଳା ଟଙ୍କା ଓ ସୁନା ଗହଣା
ନୂପୁରଙ୍କ ଘରୁ ନଗଦ ୯୨ ଲକ୍ଷ ଟଙ୍କା ଓ ପ୍ରାୟ ୧ କୋଟି ଟଙ୍କାର ସୁନା ଅଳଙ୍କାର ମିଳିଛି। ସେହିପରି ତାଙ୍କ ଭଡ଼ା ଘରୁ ଅଧିକାରୀମାନେ ଆଉ ୧୦ ଲକ୍ଷ ଟଙ୍କା ଜବତ କରିଛନ୍ତି।