ପଦ୍ମପୁର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ବିଜେପି ନେତ୍ରୀ ପିଙ୍କି ପ୍ରଧାନ। ପ୍ରଚାରରେ ତୁମ ସିଂହାସନ ଟଲମଲ କହି ଜନତାଙ୍କ ସହ ମିଶି ଗୀତ ଗାଉଥିବାର ଦେଖିବାକୁ ମିଳିଛି।
https://youtu.be/hjd93mUh8yM
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ମଣିପୁରରେ ମୋଦି, ଶାନ୍ତି ପାଇଁ କଲେ ଅପିଲ
ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିଂସାରେ ପ୍ରଭାବିତ ହୋଇଥିବା ଲୋକଙ୍କୁ ଭେଟି ସେମାନଙ୍କ ଦୁଃଖଦୁର୍ଦ୍ଦଶା ଶୁଣିଥିଲେ।

National
ଉଡ଼ାଣ ଆରମ୍ଭ ବେଳେ ଖସି ପଡ଼ିଲା ବିମାନ ଚକା, ଆଉ ତା’ପରେ
ବିମାନର ଚକା ଖସିବା ବେଳେ ଏହା ମଧ୍ୟରେ ୭୫ ଜଣ ଯାତ୍ରୀ ଥିଲେ।

Business
ବଢ଼ିଲା ଖୁଚୁରା ମୁଦ୍ରାସ୍ଫୀତି
ସରକାର ଜିଏସ୍ଟି ହ୍ରାସ କରିଥିବାରୁ ସେପ୍ଟେମ୍ବର ୨୨ରୁ ଏହା କାର୍ଯ୍ୟକାରୀ ହେବ। ଏହାପରେ ସମ୍ଭବତଃ ଲୋକମାନେ ଅଗଷ୍ଟରେ ସାମ୍ନା କରିଥିବା ଦରବୃଦ୍ଧିରୁ ସାମାନ୍ୟ ଆଶ୍ୱସ୍ତି ପାଇବାର ସମ୍ଭାବନା ରହିଛି।

National
ପୂରା ଦେଶରେ ବାଣ ବ୍ୟାନ ସପକ୍ଷରେ ସୁପ୍ରିମକୋର୍ଟ
ଦେଶର ଅନ୍ୟ ସହରଗୁଡ଼ିକ ସାଂଘାତିକ ପ୍ରଦୂଷଣର ସାମ୍ନା କରୁଥିବା ବେଳେ ବାଣ ବ୍ୟାନ ନିଷ୍ପତ୍ତି କେବଳ ଦିଲ୍ଲୀ-ଏନସିଆରରେ କାହିଁକି ଲାଗୁ କରାଯିବ ବୋଲି ସର୍ବୋଚ୍ଚ ଅଦାଲତ ପ୍ରଶ୍ନ କରିଛନ୍ତି।

National
ଶନିବାର ମଣିପୁର ଯିବେ ପ୍ରଧାନମନ୍ତ୍ରୀ ମୋଦି, ୨୦୨୩ ହିଂସା ପରେ ପ୍ରଥମ
ମଣିପୁର ପ୍ରସଙ୍ଗରେ ସରକାରଙ୍କୁ ଘେରିବା ପାଇଁ ବିରୋଧୀ ୨୦୨୩ ଅଗଷ୍ଟରେ ଗୋଟିଏ ଅନାସ୍ଥା ପ୍ରସ୍ତାବ ମଧ୍ୟ ଆଣିଥିଲେ। ମୋଦି ସେଠାକୁ ଯାଉ ନଥିବା ବେଳେ କେବଳ ନିଜ ଭାଷଣରେ ପୂରା ଦେଶ ମଣିପୁର ସହ ରହିଛି ବୋଲି କହି ଚାଲିଥିବାରୁ ବିରୋଧୀ ଏହାକୁ କଟାକ୍ଷ ମଧ୍ୟ କରିବାର ନଜିର ରହିଛି।