'ତୁମ ସିଂହାସନ ଟଲମଲ ହେ ନବୀନ'

pinki

pinki

Debendra Prusty
  • Published: Wednesday, 30 November 2022
  • Updated: 30 November 2022, 11:09 AM IST

ପଦ୍ମପୁର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ବିଜେପି ନେତ୍ରୀ ପିଙ୍କି ପ୍ରଧାନ। ପ୍ରଚାରରେ ତୁମ ସିଂହାସନ ଟଲମଲ କହି ଜନତାଙ୍କ ସହ ମିଶି ଗୀତ ଗାଉଥିବାର ଦେଖିବାକୁ ମିଳିଛି।

https://youtu.be/hjd93mUh8yM

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories