ଓଡ଼ିଶାର ୪ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମଶ୍ରୀ ସମ୍ମାନ: କଳା ଓ ସ୍ଥାପତ୍ୟରେ ପ୍ରଭାକର ମହାରଣା, ଗୋବର୍ଦ୍ଧନ ପାଣିକା, ପବ୍ଳିକ ଆଫାୟର୍ସ ପାଇଁ ଭବାନୀ ଚରଣ ପଟ୍ଟନାୟକ, ସାହିତ୍ୟ ଓ ଶିକ୍ଷା ପାଇଁ ଚନ୍ଦ୍ରଶେଖର ରଥଙ୍କୁ ପଦ୍ମଶ୍ରୀ ସମ୍ମାନ