Odisha News

Crime

ଓଡ଼ିଶାରେ ରାହୁଲ ଗାନ୍ଧି : ସମ୍ବିଧାନ ରକ୍ଷା ଓ ସରକାରଙ୍କ ବିରୋଧରେ ଜନତାଙ୍କୁ ଏକଜୁଟ କରିବାକୁ ଦେଲେ ଆହ୍ଵାନ

ବିଜେପି ସରକାର ସମ୍ବିଧାନ ଉପରେ ଆକ୍ରମଣ କରୁଛି । ମହାରାଷ୍ଟ୍ରରେ ନିର୍ବାଚନ ଚୋରି ହୋଇଛି। ବିହାରରେ ମଧ୍ୟ ଏହା କରିବାକୁ ଚେଷ୍ଟା ଚାଲିଛି, କିନ୍ତୁ ଆମେ ଏହାକୁ ହେବାକୁ ଦେବୁ ନାହିଁ। ନିର୍ବାଚନ କମିଶନ ...

Rahul Gandhi
Minister Sanjay Shirsat
ଦେଶ
ଟଙ୍କା ଭର୍ତ୍ତି ବ୍ୟାଗକୁ ନେଇ ବିବାଦରେ ମନ୍ତ୍ରୀ, ଭିଡିଓ ଭାଇରାଲ

ସରକାରଙ୍କ ଜଣେ ମନ୍ତ୍ରୀଙ୍କୁ ଆୟକର ବିଭାଗ ପକ୍ଷରୁ ନୋଟିସ୍ ପଠାଯିବାର ଦିନକ ପରେ ଆଜି ତାଙ୍କର ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ତାଙ୍କୁ ଟଙ୍କା ଭର୍ତ୍ତି ବ୍ୟାଗ୍ ସହିତ ଦେଖିବାକୁ ମିଳିଛି।

  • Friday, 11 July 2025
Sabita
ଦେଶ
କିଟ୍ଟୀ ପାର୍ଟି କରି କୋଟି କୋଟି ଟଙ୍କାର ଠକେଇ, ମହିଳାଙ୍କୁ ବାନ୍ଧିଲା ପୁଲିସ

ସବିତାଙ୍କ ଚିକ୍କଣ କଥାରେ ଭାସି ଯାଇ ଲକ୍ଷ ଲକ୍ଷ ଟଙ୍କା ଦେଇ କାନ୍ଦୁଛନ୍ତି ୨୦ରୁ ଅଧିକ ମହିଳା।

  • Friday, 11 July 2025
Rahul Gandhi
ରାଜନୀତି
ଅଦାନୀଙ୍କ ପାଇଁ ରଥକୁ ରୋକାଗଲା: ରାହୁଲ

ମହିଳାଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇ ରାହୁଲ କହିଛନ୍ତି, ଓଡ଼ିଶାରୁ ୪୦ ହଜାରରୁ ଅଧିକ ମହିଳା ଗାଏବ ହୋଇଛନ୍ତି। ସେମାନେ କୁଆଡ଼େ ଗଲେ କେହି ଜାଣିନାହାନ୍ତି। ପ୍ରତିଦିନ ରାଜ୍ୟରେ ୧୫ ମହିଳାଙ୍କ ଦୁଷ୍କର୍ମ ହେଉଛି, କିନ୍ତୁ ...

  • Friday, 11 July 2025
Shashi Tharoor
ଦେଶ
ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବାକୁ ଶଶୀ ଥରୁରଙ୍କ ମନ! ସୋଶାଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚା

ସର୍ଭେରେ କୁହାଯାଇଛି ଯେ ରାଜ୍ୟର ୬୨% ଭୋଟର ସେମାନଙ୍କ ବିଧାୟକମାନଙ୍କୁ ବଦଳାଇବାକୁ ମନସ୍ଥ କରିଛନ୍ତି। କେବଳ ୨୩% ଭୋଟର ସେମାନଙ୍କ ବିଧାୟକମାନଙ୍କୁ ପୁନଃନିର୍ବାଚିତ କରିବାକୁ ଚାହୁଁଛନ୍ତି।

  • Thursday, 10 July 2025

National

ଟଙ୍କା ଭର୍ତ୍ତି ବ୍ୟାଗକୁ ନେଇ ବିବାଦରେ ମନ୍ତ୍ରୀ, ଭିଡିଓ ଭାଇରାଲ

ସରକାରଙ୍କ ଜଣେ ମନ୍ତ୍ରୀଙ୍କୁ ଆୟକର ବିଭାଗ ପକ୍ଷରୁ ନୋଟିସ୍ ପଠାଯିବାର ଦିନକ ପରେ ଆଜି ତାଙ୍କର ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ତାଙ୍କୁ ଟଙ୍କା ଭର୍ତ୍ତି ବ୍ୟାଗ୍ ସହିତ ଦେଖିବାକୁ ମିଳିଛି।

Minister Sanjay Shirsat
Sabita
ଦେଶ
କିଟ୍ଟୀ ପାର୍ଟି କରି କୋଟି କୋଟି ଟଙ୍କାର ଠକେଇ, ମହିଳାଙ୍କୁ ବାନ୍ଧିଲା ପୁଲିସ

ସବିତାଙ୍କ ଚିକ୍କଣ କଥାରେ ଭାସି ଯାଇ ଲକ୍ଷ ଲକ୍ଷ ଟଙ୍କା ଦେଇ କାନ୍ଦୁଛନ୍ତି ୨୦ରୁ ଅଧିକ ମହିଳା।

  • Friday, 11 July 2025
Radhika Yadav
ଦେଶ
ଟେନିସ ଖେଳାଳି ରାଧିକା ଯାଦବଙ୍କୁ ଗୁଳି କରି ମାରିଦେଲେ ତାଙ୍କ ବାପା

୫ଟି ଗୁଳି ମାରିଥିଲେ ବାପା। ତାଙ୍କ ଦେହରେ ବାଜିଥିଲା ୩ଟି ଗୁଳି।

  • Thursday, 10 July 2025
Navjyoti Talukdar
ଦେଶ
ଗର୍ଲଫ୍ରେଣ୍ଡଙ୍କୁ ରୁମ୍‌ରେ ବନ୍ଦ କରି ଝୁଲିପଡ଼ିଲେ

ପୁଲିସ କହିଛି, ଯୁବତୀ ଜଣଙ୍କ ଏମର୍ଜେନ୍ସୀ କଲ୍ କରିଥିଲେ। ଆମେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲୁ। ଯୁବକ ଜଣଙ୍କୁ ଆମେ ଝୁଲନ୍ତା ଅବସ୍ଥାରେ ପାଇଥିଲୁ। ଯୁବତୀଙ୍କୁ ରକ୍ତାକ୍ତ ଅବସ୍ଥାରେ ବନ୍ଦ କଠୋରୀରୁ ଉଦ୍ଧାର କରିଥିଲୁ।

  • Thursday, 10 July 2025
Shashi Tharoor
ଦେଶ
ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବାକୁ ଶଶୀ ଥରୁରଙ୍କ ମନ! ସୋଶାଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚା

ସର୍ଭେରେ କୁହାଯାଇଛି ଯେ ରାଜ୍ୟର ୬୨% ଭୋଟର ସେମାନଙ୍କ ବିଧାୟକମାନଙ୍କୁ ବଦଳାଇବାକୁ ମନସ୍ଥ କରିଛନ୍ତି। କେବଳ ୨୩% ଭୋଟର ସେମାନଙ୍କ ବିଧାୟକମାନଙ୍କୁ ପୁନଃନିର୍ବାଚିତ କରିବାକୁ ଚାହୁଁଛନ୍ତି।

  • Thursday, 10 July 2025

Sports

ଆଇସିସି ଟେଷ୍ଟ ରାଙ୍କିଙ୍ଗ: ଲମ୍ବା ଡିଆଁ ମାରିଲେ ଶୁବମନ ଗିଲ

ଯଶସ୍ୱୀ ଜୈସୱାଲ ନିଜ ସ୍ଥାନ ବଜାୟ ରଖିଥିବା ବେଳେ ଋଷଭ ପନ୍ତ ଗୋଟିଏ ସ୍ଥାନ ତଳକୁ ଖସିଛନ୍ତି।

Shubman Gill
shaw
କ୍ରିକେଟ୍
ମୁମ୍ବାଇ ଛାଡ଼ିଲେ ପୃଥ୍ୱୀ ଶ, ଏଥର ଏହି ଟିମ ପାଇଁ ଖେଳିବେ

ସମୟକ୍ରମେ ତାଙ୍କ ପ୍ରଦର୍ଶନ ହ୍ରାସ ପାଇଥିଲା। କ୍ରିକେଟ ପ୍ରତି ତାଙ୍କର ନିଷ୍ଠା ଆଉ ରହି ନଥିଲା। ଏଥିପାଇଁ ସେ ଧୀରେଧୀରେ ସାଇଡଲାଇନ ହୋଇଯାଇଥିଲେ।

  • Monday, 07 July 2025
India
କ୍ରିକେଟ୍
ବର୍ମିଂହାମରେ ଉଡ଼ିଲା ବିଜୟ ତ୍ରିରଙ୍ଗା, ଭାରତର ରେକର୍ଡ ବର୍ଷା

ଏସିଆର ପ୍ରଥମ ଦେଶ ଭାବେ ଭାରତୀୟ ଟିମ ବର୍ମିଂହାମରେ ବିଜୟ ବାନା ଉଡ଼ାଇବାକୁ ସକ୍ଷମ ହୋଇଛି। 

  • Monday, 07 July 2025
atkinson
କ୍ରିକେଟ୍
ଏଜବାଷ୍ଟନ ପରାଜୟ ପରେ ସ୍କ୍ୱାଡରେ ବଡ଼ ପରିବର୍ତ୍ତନ କଲା ଇଂଲଣ୍ଡ

ଭାରତ ଦେଇଥିବା ୬୦୮ ରନ ଟାର୍ଗେଟକୁ ପିଛା କରିବା ବଦଳରେ ଇଂଲଣ୍ଡ ମ୍ୟାଚ୍‌କୁ ଡ୍ର କରିବାକୁ ପୂରା ଚେଷ୍ଟା କରି ଥିଲା।

  • Monday, 07 July 2025
Gill
କ୍ରିକେଟ୍
ଡନ ବ୍ରାଡମ୍ୟାନ ଓ ସୁନୀଲ ଗାଭାସ୍କରଙ୍କୁ ପଛରେ ପକାଇବେ ଶୁବମନ ଗିଲ!

ଗିଲ ୨ଟି ମ୍ୟାଚ୍‌ର ୪ ଇନିଂସରେ ୫୮୫ ରନ କରି ସାରିଲେଣି। ତେଣୁ ଟେଷ୍ଟ କ୍ରିକେଟ ଇତିହାସରେ ନୂଆ ରେକର୍ଡ କରିବାର ଅତି ନିକଟରେ ଏବେ ସେ ପହଞ୍ଚି ଯାଇଛନ୍ତି।

  • Monday, 07 July 2025

International

କପିଲ ଶର୍ମାଙ୍କ କାଫେ ଉପରକୁ ଗୁଳିମାଡ଼, ନିଜକୁ ଦାୟୀ କଲେ ଖଲିସ୍ତାନୀ ଆତଙ୍କୀ

ଅଭିଯୁକ୍ତମାନେ କାରରେ ଆସିଥିଲେ। ସେମାନେ କାରରେ ଥାଇ ଗୁଳିମାଡ଼ କରିଥିଲେ।

Kapil's Cafe
USA
ଦୁନିଆ
ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କଲେ ନେତାନ୍ୟାହୁ, ଚିଠି କଲେ ହସ୍ତାନ୍ତର

ହ୍ୱାଇଟ ହାଉସରେ ଚାଲିଥିବା ଇସ୍ରାଏଲ ଓ ଆମେରିକାର ବୈଠକରେ ନେତାନ୍ୟାହୁ ମନୋନୀତ କରାଯାଇଥିବା ଗୋଟିଏ ଚିଠିକୁ ଟ୍ରମ୍ପଙ୍କୁ ହସ୍ତାନ୍ତର କରିଛନ୍ତି।

  • Tuesday, 08 July 2025
USA
ଦୁନିଆ
ଛୁଟି କାଟିବାକୁ ଯାଇଥିଲେ, କିନ୍ତୁ କାର୍‌ ଦୁର୍ଘଟଣାରେ ଜୀବନ୍ତ ଜଳିଗଲେ ପୂରା ପରିବାର

ଗ୍ରୀନ କାଉଣ୍ଟୀ ଠାରେ ଗୋଟିଏ ମିନି ଟ୍ରକ ସହ ଭେଙ୍କଟ ଓ ତାଙ୍କ ପରିବାର ଯାତ୍ରା କରୁଥିବା କାରର ମୁହାଁମୁହିଁ ଧକ୍କା ହୋଇଛି।

  • Tuesday, 08 July 2025
Trump
ଦୁନିଆ
୧୪ ଦେଶକୁ ଟ୍ରମ୍ପଙ୍କ ଟାରିଫ ଚିଠି: ନୂଆ ଦର ଓ କ’ଣ ସବୁ କରନ୍ତି ରପ୍ତାନୀ ?

ଟ୍ରମ୍ପ କହିଛନ୍ତି ଯେ ବ୍ରିଟେନ, ଚାଇନା ଓ ଭିଏତନାମା ଭଳି ଦେଶଗୁଡ଼ିକ ସହ ନୂଆ ଟ୍ରେଡ ଡିଲ୍‌ ସମ୍ପର୍କରେ ବୁଝାମଣା ହୋଇସାରିଛି। ଭାରତ ସହ ମଧ୍ୟ କଥାବାର୍ତ୍ତା ସକାରାତ୍ମକ ଦିଗରେ ଆଗକୁ ବଢ଼ିଛି।

  • Tuesday, 08 July 2025
Trump
ଦୁନିଆ
ବ୍ରିକ୍ସ ଦେଶ ଓ ଟ୍ରମ୍ପଙ୍କ ୧୦% ଅତିରିକ୍ତ ଟାରିଫ ଧମକ

ବ୍ରାଜିଲ, ରୁଷ, ଭାରତ, ଚାଇନା ଓ ଦକ୍ଷିଣ ଆଫ୍ରିକାକୁ ନେଇ ଗଠନ ହୋଇଥିବା ବ୍ରିକ୍ସ ବ୍ଲକ ବିରୋଧରେ ସେ ବିଷ ଓକାରିଛନ୍ତି।

  • Monday, 07 July 2025

Lifestyle

‘ସ ଅ କ’ ଖାଦ୍ୟ - ପ୍ରକୃତିର ବରଦାନ

ମୋର ମନେ ପଡୁଛି ବହୁ ବର୍ଷ ପୂର୍ବରୁ ଗାଆଁ ଗହଳିମାନଙ୍କରେ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଉ ଥିଲା ‘ସ ଅ କ’ ଖାଦ୍ୟ ଖାଇବାକୁ। ସ ଅ କ ଅର୍ଥାତ ସଜନା ଛୁଇଁ, ଅମୃତଭଣ୍ଡା ...

Papaya Drumstick Curry
ନୂଆ ଭାଇରସକୁ ନେଇ ଭୟଭୀତ ହୁଅନ୍ତୁନି | Odisha Reporter
ସ୍ୱାସ୍ଥ୍ୟ
ରାଜ୍ୟରେ HMPV ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି

ଭାରତ ସରକାରଙ୍କ ଯାହା ଗାଇଡଲାଇନ୍‌ ଆସିବ ପାଳନ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ।

video
  • Tuesday, 07 January 2025
Bathing in Winter
ଜୀବନଶୈଳୀ
ଶୀତଦିନେ ନଗାଧୋଇଲେ ବଢ଼େ ଆୟୁଷ! ଜାଣନ୍ତୁ କ'ଣ କହୁଛନ୍ତି ବିଶେଷଜ୍ଞ

ଡକ୍ଟର ରେବେକ୍କା ପିଣ୍ଟୋ ନଗାଧୋଇବାର ଲାଭ ବିଷୟରେ କରିଥିବା ଦାବିକୁ ନେଇ କୌଣସି ଗବେଷଣାତ୍ମକ ପ୍ରମାଣ ଶେୟାର କରିନାହାନ୍ତି।

  • Monday, 06 January 2025
creamy chicken
ଖାଦ୍ୟ
ବଡ଼ ଦିନରେ ଘରେ ପ୍ରସ୍ତୁତ କରନ୍ତୁ ଚିକେନର ଏହି ସୁନ୍ଦର ରେସିପି

ଏହାକୁ ଗରମାଗରମ ରୁଟି, ନାନ କିମ୍ବା ଭାତ ସହ ଖାଇପାରିବେ।

  • Wednesday, 25 December 2024
chena jhili
ଖାଦ୍ୟ
ଘରେ ତିଆରି କରନ୍ତୁ ସୁଆଦିଆ ଛେନା ଝିଲି

ଛେନା ଝିଲିକୁ ତିଆରି କରି ନିଜେ ଖାଆନ୍ତୁ, ପରିବାର ଲୋକଙ୍କୁ ଖୁଆନ୍ତୁ। 

  • Thursday, 19 December 2024

Entertainment

ଓଲିଉଡ୍ ଅଭିନେତା ପାର୍ଥସାରଥୀ ରାୟ ଗିରଫ

ଭୁବନେଶ୍ୱରର ବଡ଼ଗଡ଼ ଥାନା ପୁଲିସ ତାଙ୍କୁ ଗିରଫ କରିଛି।

Parthasarathi Ray
Sefali
ବଲିଉଡ୍
ହଠାତ୍‌ ଚାଲିଗଲା ଅଭିନେତ୍ରୀଙ୍କ ଜୀବନ

ଶୁକ୍ରବାର ରାତିରେ ଶେଫାଳି ହୃଦଘାତର ସମ୍ମୁଖୀନ ହୋଇଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

  • Saturday, 28 June 2025
Nikhil and Ramcharan
ମନୋରଞ୍ଜନ
ଶୁଟିଂ ସେଟ୍‌ରେ ବଡ଼ ଦୁର୍ଘଟଣା, ଦେଖିବାକୁ ମିଳିଲା ବନ୍ୟା ଭଳି ସ୍ଥିତି

ଶୁଟିଂ ସେଟ୍‌ରେ ଦୁର୍ଘଟଣା ଘଟିବା ବେଳର ଭିଡିଓ ସାମ୍ନାକୁ ଆସିଛି।

  • Thursday, 12 June 2025
Kamal Hasan
ବଲିଉଡ୍
କମଲ ହାସନଙ୍କ ଉପରେ ବର୍ଷିଲେ କୋର୍ଟ, ତଥାପି ମାଗିଲେନି କ୍ଷମା

କୋର୍ଟ କହିଛନ୍ତି ଯେ କମଲ ହାସନ ଏକ ସ୍ପଷ୍ଟୀକରଣ ଦେଇପାରିଥା’ନ୍ତେ। ସେ କହିପାରିଥା’ନ୍ତେ ଯେ ଇତିହାସ ନ ପଢ଼ି ସେ ଏମିତି ଏକ କଥା କହି ଦେଇଛନ୍ତି।

  • Tuesday, 03 June 2025
Rajesh
ଟେଲିଦୁନିଆ
ଭେଟରାନ ଅଭିନେତା ରାଜେଶଙ୍କ ଦେହାନ୍ତ

ବେଶ କିଛି ଦଶନ୍ଧି ଧରି ଫିଲ୍ମ ଜଗତରେ ରାଜେଶ ଚର୍ଚ୍ଚିତ ଚେହେରା ଭାବେ ଖ୍ୟାତି ଅର୍ଜନ କରିଥିଲେ। ନିଜର ଅଭିନୟ ପାଇଁ ସେ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚି ପାରିଥିଲେ।

  • Thursday, 29 May 2025

Videos

Latest Photos