ବରଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଚପଲ ଫିଙ୍ଗିବା ଘଟଣାକୁ ନିନ୍ଦା କଲେ ସାଂସଦ ବୈଜୟନ୍ତ ପଣ୍ଡା: କହିଲେ- ପୂର୍ବରୁ ଏପରି ଘଟଣାକୁ ବହୁବାର ପ୍ରତିବାଦ କରିଛି, ଶାରୀରିକ ପ୍ରତିବାଦ ଯାହା ଅଘାତ ଦେବ ନିନ୍ଦନୀୟ; ପ୍ରତିବାଦ ସବୁବେଳେ ଅହିଂସା ଉପାୟରେ ହେବା ଉଚିତ