ଭୁବନେଶ୍ୱରରୁ ମାଲେସିଆକୁ ସିଧାସଳଖ ବିମାନ ଚଳାଚଳ ପାଇଁ ଏମଓୟୁ ସ୍ୱାକ୍ଷରିତ

aeroplane-state

ଭୁବନେଶ୍ୱର:  ଭୁବନେଶ୍ୱରରୁ ମାଲେସିଆକୁ ସିଧାସଳଖ ବିମାନ ଚଳାଚଳ କରିବ। ଏନେଇ ରାଜ୍ୟ ସରକାର ଓ ଏୟାର ଏସିଆ ମଧ୍ୟରେ ଆଜି ଏମଓୟୁ ସ୍ୱାକ୍ଷରିତ ହୋଇଛି। ଭୁବନେଶ୍ୱରରୁ ମାଲେସିୟା ରାଜଧାନୀ କୁଆଲାଲାମପୁରକୁ ସିଧାସଳଖ ବିମାନ ଉଡ଼ିବ। ଏହାଦ୍ୱାରା ଯାତ୍ରୀମାନେ ଉପକୃତ ହୋଇପାରିବେ ବୋଲି ଏୟାର ଏସିଆ ପକ୍ଷରୁ କୁହାଯାଇଛି।

SHARE THIS

RELATED ARTICLES

LEAVE COMMENT