ମେକ୍ଇନ୍ ଓଡ଼ିଶା କନ୍‌କ୍ଲେଭରେ ଯୋଗ ଦେବେ ୩୦୦ ରୁ ୭୦୦ କମ୍ପାନୀ

aditya-padhy

ଭୁବନେଶ୍ୱର: ମେକ୍ଇନ୍ ଓଡ଼ିଶା କନ୍‌କ୍ଲେଭ ପାଇଁ ମୁଖ୍ୟ ଶାସନ ସଚିବ ଆଦତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କନ୍‌କ୍ଲେଭରେ ୩୦୦ ରୁ ୭୦୦ କମ୍ପାନୀ ଅଂଶଗ୍ରହଣ କରିବେ ବୋଲି ସେ କହିଛନ୍ତି।

ସେ କହିଛନ୍ତି, “ଏ‌ଥିରେ ୨୮୦ଟି ଷ୍ଟଲ ରହିବ। କୃଷି, ଖାଦ୍ୟ ପ୍ରକ୍ରିୟାକରଣ, ପେଟ୍ରୋଲିୟମ୍ ଶିଳ୍ପକୁ ଗୁରୁତ୍ୱ ଦିଆଯିବା ସହ ଏମ୍‌ଏସ୍‌ଏମ୍‌ଇ, ଟେକ୍ସଟାଇଲ୍, ବୟନ ଶିଳ୍ପ ପାଇଁ ନୂଆ ପଲିସି ଖୁବଶୀଘ୍ର ପ୍ରଚଳନ କରାଯିବ।”

Previous ArticleNext Article

Send this to a friend