ଗର୍ଭଗୃହରୁ ଶ୍ରୀଜିଉଙ୍କ ଦର୍ଶନକୁ ସମ୍ପୂର୍ଣ୍ଣ ବନ୍ଦ ନିର୍ଦ୍ଦେଶ ପ୍ରସଙ୍ଗ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା କହିଲେ, ସଂସ୍କାର କମିଶନଙ୍କ ସୁପାରିଶ କାର୍ଯ୍ୟକାରୀ ପାଇଁ ନିର୍ଦ୍ଦେଶ ଆସିଛି, ଶ୍ରୀମନ୍ଦିର ପରିଚାଳନା ପରିଷଦରେ ସରକାରଙ୍କ ନିର୍ଦ୍ଦେଶ ଉପରେ ଆଲୋଚନା ହେବ

ନୟାଗଡ଼ର ଯୋଡ଼ା ପେଟ ଶିଶୁ ଗଙ୍ଗା-ଯମୁନାଙ୍କ ସ୍ୱାସ୍ଥ୍ୟାବସ୍ଥା ପ୍ରସଙ୍ଗ: ଶିଶୁ ଭବନ ଅଧୀକ୍ଷକ ଡାକ୍ତର ସରୋଜ ଶତପଥୀ କହିଲେ, ଉଭୟଙ୍କ ଅବସ୍ଥାରେ କିଛି ପରିବର୍ତ୍ତନ ଆସିନି, ଯେମିତି ଥିଲା ସେମିତି ଅଛି