ଭୁବନେଶ୍ୱର: ଚନ୍ଦକାଅଞ୍ଚଳରୁ ୨ ହରିଣ ଶିକାରୀ ଗିରଫ

bear 7

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ଚନ୍ଦକାସ୍ଥିତ ଝୁମୁକା ଡ୍ୟାମ ଅଞ୍ଚଳରେ ହରିଣ ଶିକାର କରୁଥିବା ୨ ଜଣ ଶିକାରୀକୁ  ଆଜି ପୋଲିସ୍ ଗିରଫ କରିଛି। ଶିକାରୀଙ୍କ ଫାଶରେ ଗୋଟିଏ ହରିଣର ମୃତ୍ୟୁ ଘଟିଛି। ପୋଲିସ୍ ହରିଣର ମୃତଦେହ ବ୍ୟବଚ୍ଛେଦ ପାଇଁ ଗୋଡ଼ିବାରିକୁ ପଠାଯାଇଛି। ଧରାପଡ଼ିଥିବା ଦୁଇ ଶିକାରୀ ଏହି ଅଞ୍ଚଳରେ ବହୁଦିନ ହେଲା ଅଭିନବ ଉପାୟରେ ଫାଶ ପକାଇ ଶିକାର­ କରୁଥିବାର ସୂଚନା ମିଳିଛି। ହରିଣ ଶିକାର ପାଇଁ ସେମାନେ ଦେଶି କୁକରଙ୍କୁ ମଧ୍ୟ ନିୟୋଜିତ କରିଥାନ୍ତି।

Previous ArticleNext Article

Send this to a friend