ଆପୋଲୋ ବିଲ୍‌ଡର ସଂସ୍ଥାର ମୁଖ୍ୟ ଦୀପକ ମହାନ୍ତିଙ୍କୁ ଗିରଫ

arrested

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଆଜି ଆପୋଲୋ ବିଲ୍‌ଡର ସଂସ୍ଥାର ମୁଖ୍ୟ ଦୀପକ ମହାନ୍ତିଙ୍କୁ ଗିରଫ କରିଛି। ଫ୍ଲାଟ୍ ଦେବାକୁ କହି ୩ କୋଟି ୬୦ ଲକ୍ଷ ଟଙ୍କାର ଠକେଇ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।

Previous ArticleNext Article

Send this to a friend