ଡି-ବ୍ରଦର୍ସଙ୍କ ସମ୍ପତ୍ତି ଆଟାଚ୍‌ କଲା ଇଡି

d-brothers2

କଟକ: ବହୁ ଚର୍ଚ୍ଚିତ ଡି-ବ୍ରଦର୍ସଙ୍କ ସମ୍ପତ୍ତି ଆଟାଚ୍‌ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଆଜି ମୋଟ୍‌ ୮ କୋଟି ୨୦ ଲକ୍ଷ ଟଙ୍କାର ସମ୍ପତ୍ତି ଆଟାଚ୍‌ କରିଛି ଇଡି। ଆଟାଚ ସମ୍ପତ୍ତି ମଧ୍ୟରେ କଟକ ସିଡିଏ ସ୍ଥିତ ଘର, ଉଭୟଙ୍କ ନାଁରେ ଥିବା ସାଢ଼େ ୩ କୋଟି ଓ ପୋଲିସ ଧରପଗଡ଼ ବେଳେ ମିଳିଥିବା ୩ କୋଟି ୬୦ ଲକ୍ଷ ଟଙ୍କା ରହିଛି।

Previous ArticleNext Article

Send this to a friend