ଟିମନ୍ କୁମ୍ଭାର ଲିଙ୍କ୍: ସ୍କର୍ପିଓ ଜବତ, ଡ୍ରାଇଭର ଅଟକ

s

ବଲାଙ୍ଗିର: ବଲାଙ୍ଗିରର କୁଖ୍ୟାତ ଅପରାଧୀ ଟିମନ୍ କୁମ୍ଭାର ମାମଲାରେ ଲିଙ୍କ୍ ଥିବା ନେଇ ଆଜି ଟାଉନ୍ ଥାନା ପୋଲିସ୍ କନ୍ଧପାଲି ପଡାରୁ ଏକ  ସ୍କର୍ପିଓ ଜବତ କରିବା ସହିତ ଡ୍ରାଇଭରକୁ ଅଟକ ରଖିଛି।  ସ୍କର୍ପିଓଟି କାହାର, ତାହା କେଉଁ କାମରେ ଲାଗୁଥିଲା, ସ୍କର୍ପିଓର ଟିମନ୍ କୁମ୍ଭାର ମାମଲାରେ କଣ ସଂପୃକ୍ତି ରହିଛି, ସେ ନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ୍।

ଏପ୍ରିଲ ୨୪ ତାରିଖରେ ଟିମନକୁ ଗିରଫ କରିଥିଲା ପୋଲିସ୍। ବର୍ତ୍ତମାନ ଯାଏ ଟିମନ ନାଁରେ ୧୦ଟି ମାମଲା ରୁଜୁ ହୋଇଛି।

Previous ArticleNext Article

Send this to a friend