ଭାସ୍କର ରାଓଙ୍କ ନିର୍ବାଚନୀ ମାମଲା ଖାରଜ, ଭୁଜବଳଙ୍କ ଉପରେ ଜରିମାନା

bhaskar

କଟକ: ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓଙ୍କ ନିର୍ବାଚନୀ ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ପିଟିସନ୍‌ର ଅବିକଳ ନକଲ ଭାସ୍କର ରାଓଙ୍କୁ ଦେଇନଥିବାରୁ ମାମଲାକୁ ଖାରଜ କରାଯାଇଛି। ଖାରଜ ସହ ଭୁଜବଳ ମାଝୀଙ୍କୁ ୨୦ ହଜାର ଜରିମାନା ହୋଇଛି।

Previous ArticleNext Article

Send this to a friend