ଖୋର୍ଦ୍ଧାରେ ଅଟୋ ଦୁର୍ଘଟଣା: ୧୧ ଛାତ୍ର ଆହତ

khorda

ଖୋର୍ଦ୍ଧା: ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଏକ ଅଟୋ ବାଣପୁର ଥାନା ନରେନ୍ଦ୍ରପୁର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଥିବା ୧୧ ଜଣ ପିଲା ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଅଛି।

SHARE THIS

RELATED ARTICLES

LEAVE COMMENT