ଦିଶା ପଟ୍‌ନୀଙ୍କ ବିକିନୀ ପିନ୍ଧା ଫଟ୍‌କୁ ନେଇ ଚର୍ଚ୍ଚା

dishaaapatni

ସୋସିଆଲ ମିଡିଆରେ ଅଭିନେତ୍ରୀ ଦିଶା ପଟ୍‌ନୀଙ୍କ ବିକିନୀ ପିନ୍ଧା ଫଟ୍‌କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଦିଶା ଫିଲ୍ମ ଇଣ୍ଡଷ୍ଟ୍ରୀରେ ନିଜର ବୋଲ୍ଡ ଅନ୍ଦାଜକୁ ନେଇ ଜଣାଶୁଣା । ଏଥର ଫିଲ୍ମ ଫେୟାର ଆୱାର୍ଡକୁ ସେ ବହୁ ଛୋଟ୍‌ ଡ୍ରେସ୍‌ ପିନ୍ଧି କି ଯାଇ ସମସ୍ତଙ୍କ ନଜରକୁ ଆସିଥିଲେ।

ଏବେ ସେ ସୋସିଆଲ ମିଡିଆ ଇଂଷ୍ଟାଗ୍ରାମରେ ଏକ ଅର୍ଦ୍ଧନଗ୍ନ ଫଟୋ ପୋଷ୍ଟ କରିଥିବାରୁ  ଚର୍ଚ୍ଚାକୁ ଆସିଛନ୍ତି । ସେ ଏକ ବିକିନୀ ପିନ୍ଧା ଫଟୋ ଇଂଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି, ଯେଉଁଥିରେ ବହୁତ ହଟ୍‌ ଲାଗୁଛନ୍ତି ।

Previous ArticleNext Article

Send this to a friend