‘କାନ୍’ ଫେଷ୍ଟିଭାଲ୍‌ ପ୍ୟାନେଲ ଚର୍ଚ୍ଚାର ନେତୃତ୍ୱ ନେବେ ‘ବାହୁବଳି’ ଟିମ୍‌

baahubali

ମୁମ୍ୱାଇ:  ‘କାନ୍’  ଫିଲ୍ମ ଫେଷ୍ଟିଭାଲ୍‌ରେ ‘ବାହୁବଳି ଦ ବିଗିନିଙ୍ଗ’ର ନିର୍ଦ୍ଦେଶକ  ଏସ୍.ଏସ୍‌. ରାଜାମୌଲି  ଓ ନିର୍ମାତା ପ୍ୟାନେଲ୍‌ ଚର୍ଚ୍ଚାର ନେତୃତ୍ୱ ନେବେ। ଏହି ଫିଲ୍ମ ଫେଷ୍ଟିଭାଲ୍‌ରେ ଦକ୍ଷିଣ ଭାରତୀୟ ଫିଲ୍ମ ପ୍ରଦର୍ଶିତ ହେବାର କାର୍ଯ୍ୟକ୍ରମ ରହିଛି।

୧୧ରୁ ୨୨ମେ’ ଯାଏଁ ଏହି ଫିଲ୍ମ ଫେଷ୍ଟିଭାଲ୍ ଆୟୋଜିତ ହେବ। ୧୬ ମେ’ରେ ଏହି ପ୍ୟାନେଲ୍ ଚର୍ଚ୍ଚା ଅନୁଷ୍ଠିତ ହେବ।

ଫିଲ୍ମ ‘ବାହୁବଳି  ଦ ବିଗିନିଙ୍ଗ’  ବକ୍ସ ଅଫିସରେ ଭଲ ଆୟ କରିଛି।

Previous ArticleNext Article

Send this to a friend