ମେଘାଳୟରେ ପତ୍ନୀଙ୍କ ଜନ୍ମଦିନ ପାଳିଲେ ଆମୀର

aamir

ଗୌହାଟି: ଏବେ ପତ୍ନୀ ଏବଂ ପୁଅ ସହ ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ୍‌ ଉତ୍ତର-ପୂର୍ବ ଭାରତରେ ଛୁଟି କାଟୁଛନ୍ତି। ଏହି ଅବସରରେ ଅମୀର ପତ୍ନୀ କିରଣଙ୍କ ଜନ୍ମଦିନ ମେଘାଳୟରେ ପାଳନ କରିଛନ୍ତି। ଜନ୍ମଦିନ ଉତ୍ସବର କିଛି ଫଟୋ ଅମୀର ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଫଟୋରେ ଆମୀର ଓ କିରଣଙ୍କୁ ଦେଖିବାକୁ ମିଳୁଛି।

ସୁନ୍ଦର ମେଘାଳୟରେ କିରଣଙ୍କ ଜନ୍ମଦିନ ବୋଲି ଅମୀର ଫଟୋର କ୍ୟାପସନ୍‌ ଦେଇଛନ୍ତି। କିଛିଦିନ ପୂର୍ବରୁ ଅମୀର ପରିବାର ସହ ଅରୁଣାଚଳ ପ୍ରଦେଶ ଯାଇଥିଲେ।

Previous ArticleNext Article

Send this to a friend