ନୂଆବର୍ଷର ଅଭିନନ୍ଦନ ସହ ‘ଜଲି ଏଲ୍‌ଏଲ୍‌ବି-୨’ ଟେଲର ଦେଖିବାକୁ କହିଲେ ଅକ୍ଷୟ

akhya

ମୁମ୍ବାଇ: ପୁଣି ଏକ ନୂଆ ଅନ୍ଦାଜରେ ଖିଲାଡି ଷ୍ଟାର ଅକ୍ଷୟ କୁମାର ତାଙ୍କ ପ୍ରଶଂସକଙ୍କୁ ନୂଆବର୍ଷର ଅଭିନନ୍ଦନ ଜଣାଇଛନ୍ତି।

୪ ମିନିଟ୍‌ର ଏକ ଭିଡିଓ ଅକ୍ଷୟ ଟ୍ୱିଟ୍‌ କରିଛନ୍ତି। ଏଥିରେ ସେ ନୂଆବର୍ଷ ତାଙ୍କ ପ୍ରଶଂସକଙ୍କ ପାଇଁ ଖୁସି ନେଇ ଆସୁ ବୋଲି କହୁଥିବା ଦେଖିବାକୁ ମିଳିଛି। ଏହାସହ ସେ ଜାନୁଆରୀ ୪ ତାରିଖରେ ରିଲିଜ ହେବାକୁ ଥିବା ‘ଜଲି ଏଲ୍‌ଏଲ୍‌ବି-୨’ର ଟ୍ରେଲରକୁ ଅପେକ୍ଷା କରିବାକୁ କହିଛନ୍ତି।

Previous ArticleNext Article

Send this to a friend