ଦେଶର ୩୫୦୦ ହଲରେ ରିଲିଜ ହେବ ‘ରଇସ’ର ଟ୍ରେଲର

raees-poster

 ମୁମ୍ବାଇ: ‘ରଇସ୍’କୁ ନେଇ ଶାହାରୁଖ ଏବେ ଖୁବ୍‌ ଚର୍ଚ୍ଚାରେ ରହୁଛନ୍ତି। ଏବେ ସୁଦ୍ଧା ଫିଲ୍ମର ପୋଷ୍ଟର ବ୍ୟତୀତ ଗୋଟିଏ ଡାଇଲଗ୍‌ ରିଲିଜ କରାଯାଇଛି। ଡାଇଲଗ ପରେ ଏବେ ଟ୍ରେଲର ରିଳିଜର ତାରିଖ ମଧ୍ୟ ଠିକ୍‌ ହୋଇଯାଇଛି। ଡିସେମ୍ବର ୭ରେ ଫିଲ୍ମର ଟ୍ରେଲର ଦେଶର ୩୫୦୦ ହଲରେ ଏକା ସମୟରେ ରିଲିଜ କରାଯିବ।

କେବଳ ସେତିକି ନୁହେଁ ଫିଲ୍ମର ଲିଡ୍‌ ଅଭିନେତା ଶାହାରୁଖ ମଧ୍ୟ ଟ୍ରେଲର ଲଞ୍ଚରେ ଉପସ୍ଥିତ ରହିବେ। ଭିଡ଼ଓ କନଫରେନସିଂ ଜରିଆରେ ୯ଟି ସହରର ଦର୍ଶକଙ୍କ ସହ ସେ ସିଧାସଳଖ କଥା ହେବେ।

Previous ArticleNext Article

Send this to a friend