ବିମାନରେ ଆବ୍ରାମଙ୍କ ଜନ୍ମଦିନ ପାଳିଲେ ଶାହାରୁଖ

shahrukh

ମୁମ୍ବାଇ: କିଙ୍ଗ୍ ଖାନ୍ ଶାହାରୁଖ୍ ତାଙ୍କ ସାନ ପୁଅ ଆବ୍ରାମଙ୍କ ତୃତୀୟ ଜନ୍ମଦିନ ବିମାନରେ ପାଳନ କରିଛନ୍ତି। ଭାରତ ଫେରିବା ବାଟରେ ବିମାନରେ ସେ ଆବ୍ରାମଙ୍କ ଜନ୍ମ ଦିନ ପାଳନ କରିଥିବା ନେଇ ଟ୍ୱିଟ୍‌ର ଯୋଗେ ସୂଚନା ଦେଇଛନ୍ତି।

୨୦୧୩ ମେ’ ୨୭ ତାରିଖରେ ଆବ୍ରାମ ଜନ୍ମ ହୋଇଥିଲେ।

ଶାହରୁଖ ଶେଷ ଥର ପାଇଁ ୟଶ ରାଜ ଫିଲ୍ମସ୍‌ର ‘ଫ୍ୟାନ୍‌’ରେ ଦେଖିବାକୁ ମିଳିଥିଲେ। ତାଙ୍କର ‘ରଇସ୍’ ରିଲିଜ୍ ଅପେକ୍ଷାରେ ଅଛି। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରାହୁଲ ଢୋଲକିଆ। ଏଥିରେ ନୱାଜୁଦ୍ଦିନ ସିଦ୍ଦକି ଓ ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନ ଅଛନ୍ତି।

Previous ArticleNext Article

Send this to a friend