ଲୁଚି ଲୁଚି ବାହା ହୋଇଗଲେ ଟାଇଗର ଓ ଦିଶା!

tiger

ମୁମ୍ବାଇ: ବଲିଉଡ୍‌ରେ ସବୁବେଳେ କିଛି ନା କିଛି ଖବରକୁ ନେଇ ଚର୍ଚ୍ଚା ହେଉଥାଏ। ଅନୁଷ୍କାଙ୍କ ବାହାଘର ପରେ ଦୀପିକା ଓ ରଣବୀରଙ୍କ ବାହାଘର ବିଷୟରେ ଶୁଣିବାକୁ ମିଳିଥିଲା। ଏବେ ଟାଇଗର ଶ୍ରଫ  ଓ ତାଙ୍କ ଗାର୍ଲଫ୍ରେଣ୍ଡ ଦିଶା ପଟାନୀ ଲୁଚି ଲୁଚି ବାହା ହୋଇଯାଇଛନ୍ତି ବୋଲି ଶୁଣିବାକୁ ମିଳୁଛି। ତେବେ କ’ଣ ରହିଛି ପ୍ରକୃତ କଥା ଚାଲନ୍ତୁ ଜାଣିବା।

ଆଗକୁ ଆସୁଛି ଟାଇଗର ଓ ଦିଶାଙ୍କ ଫିଲ୍ମ ‘ବାଗୀ-2’। ଯାହା ଖବର ମିଳିଛି ମାର୍ଚ୍ଚ ୩୦ରେ ଫିଲ୍ମଟି ରିଲିଜ୍‌ ହେବ। କିନ୍ତୁ ଏବେ ଏହି ଫିଲ୍ମର କ୍ଲାଇମେକ୍ସ ସିନ୍‌ ଇଣ୍ଟରନେଟ୍‌ରେ ଖୁବ୍‌ ଭାଇରାଲ ହୋଇଛି। ଏହି କ୍ଳିପ୍‌ରୁ ହିଁ ସେମାନଙ୍କ ବାହାଘର କଥା ଉଠୁଛି।

Previous ArticleNext Article

Send this to a friend