ନ୍ୟୁଜିଲାଣ୍ଡରେ ଭୂକଂପ

map

ୱେଲିଂଟନ୍‌: ନ୍ୟୁଜିଲାଣ୍ଡରେ ଆଜି ଭୂକଂପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ଥିଲା ୭.୪। ଖ୍ରୀଷ୍ଟଚର୍ଚ୍ଚ ଠାରୁ ପ୍ରାୟ ୯୫ କିଲୋମିଟର ଦୂରରେ ଏହି ଭୂକଂପ ଅନୁଭୂତ ହୋଇଥିଲା।

୨୦୧୧ରେ ଖ୍ରୀଷ୍ଟଚର୍ଚ୍ଚରେ ହୋଇଥିବା ଭୂକଂପରେ ୧୮୫ ଜଣଙ୍କ ମୃତ୍ୟୁ ହୋଇଥିଲା ଓ ସହରର ବ୍ୟାପକ କ୍ଷତି ହୋଇଥିଲା।

Previous ArticleNext Article

Send this to a friend