ପାରମ୍ପରିକ ଡ୍ରେସ୍‌ରେ ରିସେପସନ୍‌ ପାର୍ଟିକୁ ଆସିଲେ କୋହଲି-ଅନୁଷ୍କା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଟିମ୍‌ ଅଧିନାୟକ ବିରାଟ କୋହଲି ଏବଂ ବଲିଉଡ ଷ୍ଟାର ଅନୁଷ୍କା ଶର୍ମା ପାରମ୍ପରିକ ପୋଷାକରେ ନିଜ ରିସେପସନ୍‌ ପାର୍ଟିରେ ପହଞ୍ଚିଛନ୍ତି। ଉଭୟ ଏହି ପୋଷାକରେ ବେଶ ସୁନ୍ଦର ଦିଶୁଛନ୍ତି।

virushka-receptionପାର୍ଟିକୁ ଗେଷ୍ଟ ଆସିବା ଆରମ୍ଭ ହୋଇଥିବା ବେଳେ ଏହି ପ୍ରେମୀ ଯୁଗଳଙ୍କ ଫଟୋ ସୋସିଆଲ ମିଡିଆକୁ ଆସିବାରେ ଲାଗିଛି।

virushkaତାଜ୍‌ରେ ଉଭୟ ଆଜି ରିସେପସନ୍‌ ପାର୍ଟି ଦେଉଛନ୍ତି। ବିରାଟ କଳାରଙ୍ଗର କୋର୍ଟ ଓ ସାଲ ପରିଧାନ କରିଛନ୍ତି। ସେହିପରି ଅନୁଷ୍କା ଗୋଲଡେନ୍‌ କଲରର କମ୍ବିନେସନର ଶାଢ଼ୀ ପିନ୍ଧିଛନ୍ତି। ଅନୁଷ୍କା ମଥାରେ ସିନ୍ଦୁର ଲଗାଇ ଥିବା ବେଳେ ଗଳାରେ ବହୁତ ସୁନା ଗହଣା ପିନ୍ଧିଛନ୍ତି।

Previous ArticleNext Article

Send this to a friend