ଲଞ୍ଚ ହେଲା ଏମ-ଆଧାର: ରେଳଯାତ୍ରୀ ପାଇବେ ସୁବିଧା

m-Aadhar-as-identity-card

ନୂଆଦିଲ୍ଲୀ: ରେଳରେ ଯାତ୍ରା ବେଳେ ପରିଚୟ ପାଇଁ ଆପଣଙ୍କୁ ଆଉ ହଟହଟା ହେବାକୁ ପଡ଼ିବନି। ଯଦି ଆପଣ ସଂରକ୍ଷଣ ଟିକଟ କରି ଯାତ୍ରା କରୁଛନ୍ତି ତେବେ ପରିଚୟ(ଆଇଡି ପ୍ରୋଫ୍‌) ପାଇଁ କୌଣସି କାର୍ଡ଼ ଆବଶ୍ୟକ ପଡ଼ିବନି। ଏଥିପାଇଁ ଆଜି ରେଳମନ୍ତ୍ରଣାଳୟ ପକ୍ଷରୁ ଏମ-ଆଧାର ଲଞ୍ଚ କରାଯାଇଛି। ଏହି ନୂତନ ଧାରା ଅନୁଯାୟୀ ଆପଣଙ୍କୁ ମୋବାଲଇରେ m-Aadhar  ଆପ୍‌କୁ ଡାଉନ୍‌ଲୋଡ଼ କରିବାକୁ ପଡ଼ିବ। ଆଉ ଟ୍ରେନ୍‌ ଯାତ୍ରା ବେଳେ ମୋବାଇଲର ଆପଣଙ୍କର ଏହି ଏମ-ଆଧାରକୁ ପରିଚୟ ପାଇଁ ଗ୍ରହଣ କରାଯିବ। ବିଶେଷ କରି ଅନଲାଇନରେ ଟିକଟ କରୁଥିବା ଯାତ୍ରୀଙ୍କ ପାଇଁ ବେଶ ସହାୟକ ହେବ।

Previous ArticleNext Article

Send this to a friend