ଆତଙ୍କ ଖେଳାଇବାକୁ ଆସୁଛି ଆଡାଇଲକଜ୍ ଭାଇରସ, କମ୍ପ୍ୟୁଟର ସର୍ଭରକୁ କରିଦେବ ସ୍ଲୋ

v

ନୂଆଦିଲ୍ଲୀ: ରାନସମୱେର ଭାଇରସ ଆଟାକର ପ୍ରାୟ ସପ୍ତାହ ପରେ ଆଉ ଏକ ଭାଇରସ୍ ସାଇବର୍ ଆତଙ୍କ ଖେଳାଇବ ବୋଲି ବିଶେଷଜ୍ଞମାନେ ଜାଣିବାକୁ ପାଇଛନ୍ତି। ତାର ନାଁ ରହିଛି ଆଡାଇଲକଜ୍। ଏହି ମାଲୱେର୍ ମେ ୨୪ ବେଳକୁ ରାନସମୱେର ଭାଇରସ ଭଳି ସାରା ବିଶ୍ୱରେ ଆତଙ୍କ ଖେଳାଇବାର ଆଶଙ୍କା ରହିଛି ବୋଲି ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି।  ଏହି ଭାଇରସ୍ କମ୍ପ୍ୟୁଟର ସର୍ଭରକୁ ସ୍ଲୋ କରିଦେଇଥାଏ।

 

Previous ArticleNext Article