ସିରିଆ: ୨ଟି ସ୍ଥାନରେ ବୋମା ବିସ୍ଫୋରଣ,୯ ମୃତ

Nine killed in twin bombings in Syria

ଡମାସକସ୍‌: ସିରିଆର କେନ୍ଦ୍ରୀୟ ପ୍ରଦେଶରେ ଥିବା ହୋମ୍ସ ଅଞ୍ଚଳରେ ଗୁରୁବାର ୨ଟି ସ୍ଥାନରେ ଶକ୍ତିଶାଳୀ ବୋମା ବିସ୍ପୋରଣ ହେବାରୁ ୯ ଜଣଙ୍କର ମୃତ୍ୟୁ ଘଟିଛି। ଏକ କାର ଓ ମୋଟର ସାଇକେଲରେ ହୋଇଥିବା ଏହି ବୋମା ବିସ୍ଫୋରଣରେ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରଯାଇଛି। ବିସ୍ଫୋରଣ ପରେ ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଛି।

Previous ArticleNext Article

Send this to a friend